ମାଧୁରୀ ଦୀକ୍ଷିତ

ହିନ୍ଦୀ କଥାଚିତ୍ର ଅଭିନେତ୍ରୀ

ମାଧୁରୀ ଦୀକ୍ଷିତ୍ (ଜନ୍ମ ୧୫ ମଇ ୧୯୬୭) ହିନ୍ଦୀ ଚ୍ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଅଟନ୍ତି । ମାଧୁରୀ ଦୀକ୍ଷିତ୍ ହିନ୍ଦୀ ଚ୍ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଛନ୍ତି ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି । ଅଶି ନବେ ଦଶନ୍ଧି ବେଳକୁ ଏହି ଅଭିନେତ୍ରୀ ଜଣକ ନିଜକୁ ହିନ୍ଦୀ ଚ୍ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଅଭିନେତ୍ରୀ ଓ ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ରୂପେ ସ୍ଥାପିତ କରିଥିଲେ। ତାଙ୍କ ନୃତ୍ୟର ଯାଦୁ ଏପରି ଥିଲାକି ସାରା ଭାରତର ସେ ପ୍ରିୟ ହୋଇଯାଇଥିଲେ ।

ମାଧୁରୀ ଦୀକ୍ଷିତ
Dixit at an event for Olay in 2013
ଜନ୍ମ (1967-05-15) ୧୫ ମଇ ୧୯୬୭ (ବୟସ ୫୬)
ଜାତୀୟତାଭାରତୀୟn
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪-ବର୍ତ୍ତମାନ
ବୈବାହିକ-ସାଥୀଶ୍ରୀରାମ ମାଧବ ନେନେ[୧]
ସନ୍ତାନ2
ପୁରସ୍କାରପଦ୍ମଶ୍ରୀ
ୱେବସାଇଟwww.madhuridixit-nene.com

ଜୀବନ ସମ୍ପାଦନା

୧୫ ମଇ ୧୯୬୭ ମସିହାରେ ମୁମ୍ବାଇରେ ମାଧୁରୀଙ୍କ ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲା। ପିତା ଶଙ୍କର ଦୀକ୍ଷିତ୍ ଓ ମାତା ସ୍ନେହଲତା ଦୀକ୍ଷିତ୍‌ଙ୍କ ଗେହ୍ଲି ମାଧୁରୀଙ୍କ ପିଲାବେଳୁ ଚିକିତ୍ସକ ହେବାର ଇଚ୍ଛା ଥିଲା, ବୋଧ ହୁଏ ଏହି କାରଣ ଯୋଗୁଁ ସେ ତାଙ୍କ ଜୀବନ ସାଥୀ ଶ୍ରୀରାମ ନେନେଙ୍କୁ ବାଛି ଥିଲେ ଯିଏକି ପେଶାରେ ଜଣେ ଚିକିତ୍ସକ। ଇବାଇନ୍ ଛାଇଲ୍ଡ ହାଇ ସ୍କୁଲ୍‌ରେ ପଢ଼ିବା ପରେ ମାଧୁରୀ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ପୂର୍ଣ୍ଣ କରିଥିଲେ। ପିଲାବେଳୁ ମାଧୁରୀଙ୍କ ନୃତ୍ୟରେ ରୁଚି ଥିଲା। ୨୦୦୮ ମସିହାରେ ସେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମଶ୍ରୀ"ରେ ସମ୍ମାନିତ ହୋଇଥିଲେ।[୨]

ମୁଖ୍ୟ ଚଳଚ୍ଚିତ୍ର ସମ୍ପାଦନା

ବର୍ଷ ଚ୍ଚଳଚ୍ଚିତ୍ର ଚରିତ୍ର ମନ୍ତବ୍ୟ
୨୦୧୪ ଦେଢ ଇସ୍କିୟାଁ ବେଗମ୍
ଗୁଲାବ ଗ୍ୟାଙ୍ଗ ରଜ୍ଜୋ
୨୦୧୩ ୟେ ଜୱାନୀ ହେ ଦିୱାନୀ ମୋହିନୀ
ବମ୍ବେ ଟକିଜ୍
୨୦୦୭ ଆଜା ନଚଲେ ଦିବ୍ୟା ଶ୍ରୀବାସ୍ତବ
୨୦୦୨ देवदास चंद्रमुखी
हम तुम्हारे हैं सनम राधा
୨୦୦୧ ये रास्ते हैं प्यार के नेहा
लज्जा जानकी
୨୦୦୦ गज गामिनी
पुकार अंजलि
୧୯୯୯ आरज़ू पूजा राजेन्द्रनाथ
୧୯୯୮ बड़े मियाँ छोटे मियाँ माधुरी दीक्षित - अतिथि भूमिका
घरवाली बाहरवाली विशेष भूमिका
୧୯୯୭ ଦିଲ ତୋ ପାଗଲ ହୈ ପୂଜା
ମୃତ୍ୟୁଦଣ୍ଡ(୧୯୯୭ର ହିନ୍ଦୀ କଥାଚିତ୍ର) କେତକୀ
କୋୟଲା ଗୌରୀ
ମହନ୍ତ(୧୯୯୭ର ହିନ୍ଦୀ କଥାଚିତ୍ର)
୧୯୯୬ ପ୍ରେମ ଗ୍ରନ୍ଥ କଜରୀ
ରାଜକୁମାର (୧୯୯୬ର ହିନ୍ଦୀ କଥାଚିତ୍ର)
୧୯୯୫ राजा मधु गरेवाल
ୟାରାନା
ପାପୀ ଦେବତା
୧୯୯୪ हम आपके हैं कौन निशा चौधरी
ଅଞ୍ଜାମ ଶୀବାନି
୧୯୯୩ दिल तेरा आशिक
खलनायक गंगा (गंगोत्री देवी)
फूल
आँसू बने अंगारे उषा
साहिबाँ
୧୯୯୨ बेटा सरस्वती
ज़िन्दगी एक जुआ जूही सिंह
संगीत
धारावि
प्रेम दीवाने इन्स्पेक्टर शिवांगी
୧୯୯୧ खेल सीमा
साजन पूजा सक्सेना
100 डेज़ देवी
जमाई राजा रेखा
प्रतिकार मधु
୧୯୯୦ महासंग्राम
दिल मधु मेहरा
दीवाना मुझ सा नहीं अनीता
प्यार का देवता राधा
सैलाब डॉ॰ सुषमा
जीवन एक संघर्ष मधु सेन
किशन कन्हैया अंजु
थानेदार चंदा
वर्दी जया
इज़्ज़तदार मोहिनी
୧୯୮୯ प्रेम प्रतिज्ञा लक्ष्मी एम राव
मुज़रिम सोनिया
परिन्दा पारो
राम लखन राधा
त्रिदेव दिव्या माथुर
पाप का अंत
कानून अपना अपना
इलाका विद्या
୧୯୮୮ तेज़ाब मोहिनी
दयावान नीला
खतरों के खिलाड़ी
୧୯୮୭ आवारा बाप
उत्तर दक्षिण
हिफ़ाज़त
୧୯୮୬ अबोध गौरी
स्वाति आनंदी
୧୯୮୫ अबोध गौरी
୧୯୮୪ आवारा बाप बरखा

ଆଧାର ସମ୍ପାଦନା

  1. ନେନେ, ଶ୍ରୀରାମ. "Madhuri Dixit". Retrieved 9 March 2017.
  2. ସମ୍ମାନିତ ହୋଇଥିଲେ, ୨୦୦୮ ମସିହାରେ. "माधुरी दीक्षित". Retrieved 9 March 2017.{{cite web}}: CS1 maint: numeric names: authors list (link)