ହରିହର ସୋରେନ

ଭାରତୀୟ ରାଜନୀତିଜ୍ଞ

ହରିହର ସୋରେନ (ଜନ୍ମ: ୨୮ ଅଗଷ୍ଟ ୧୯୨୯ - ୨୮ ନଭେମ୍ବର ୨୦୦୪) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧ ଭାବରେ ଓଡ଼ିଶାର କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୮୦ ମସିହାରେ ନିର୍ବାଚିତ ହୋଇଥିଲେ ।[୧][୨][୩] ସେ ୧୯୮୯ଯାଏଁ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

ହରିହର ସୋରେନ
ସାଂସଦ: ୭ମ, ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦-୧୯୮୯
ପୂର୍ବ ଅଧିକାରୀଗୋବିନ୍ଦ ମୁଣ୍ଡା
ପର ଅଧିକାରୀଗୋବିନ୍ଦ ଚନ୍ଦ୍ର ମୁଣ୍ଡା
ନିର୍ବାଚନ ମଣ୍ଡଳୀକେଉଁଝର, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-08-28)୨୮ ଅଗଷ୍ଟ ୧୯୨୯
କେଉଁଝରଗଡ଼, କେନ୍ଦୁଝର ଜିଲ୍ଲା, ଓଡ଼ିଶା, ବ୍ରିଟିଶ ରାଜ ଭାରତ
ମୃତ୍ୟୁ୨୮ ନଭେମ୍ବର ୨୦୦୪(2004-11-28) (ବୟସ ୭୫)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ସାଂସଦ ଚନ୍ଦ୍ରାଣି ମୁର୍ମୁ ତାଙ୍କର ନାତୁଣୀ ଅଟନ୍ତି ।[୪] ୨୦୦୪ ମସିହା ନଭେମ୍ବର ୨୮ତାରିଖ ଦିନ ହରିହର ରାଉରକେଲାଠାରେ ମୃତ୍ୟୁବରଣ କରିଥିଲେ ।[୫]

ଆଧାର ସମ୍ପାଦନା

  1. "Partywise Comparison since 1977 Keonjhar Parliamentary Constituency". Election Commission of India. Retrieved 16 January 2018.
  2. Surya Narayan Misra (1987). Dynamics of Tribal Politics in Orissa. S.S. Publications. p. 47. Retrieved 16 January 2018.
  3. Encyclopaedia of Dalits in India: Human rights : problems and perspectives. Gyan Publishing House. 2002. pp. 328–. ISBN 978-81-7835-127-8. Retrieved 16 January 2018.
  4. "From searching job to youngest ever MP at 25, amazing tale of BJD's Chandrani Murmu". The New Indian Express. Retrieved 16 January 2021.
  5. "Lok Sabha Debates". indiankanoon.org. Retrieved 16 January 2021.

ବାହାର ଆଧାର ସମ୍ପାଦନା