୮ମ ଲୋକ ସଭା ୧୯୮୪ ମସିହାରେ ଗଠିତ ହୋଇଥିଲା । ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇ ପାଞ୍ଚ ବର୍ଷ ପରେ ୨୭ ନଭେମ୍ବର ୧୯୮୯ରେ ଭଙ୍ଗ ହୋଇଥିଲା । ୧୯୮୪ ମସିହା ଶେଷ ହେବା ଆଗରୁ ଏହି ନିର୍ବାଚନରେ ନିର୍ବାଚିତ ସଦସ୍ୟମାନେ ଲୋକ ସଭାରେ ଯୋଗ ଦେଇଥିଲେ । ୧୯୮୪ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାରୁ ୯ ଜଣ ସଦସ୍ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଏହି ଲୋକ ସଭାରେ ରାଜୀବ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ଏବଂ ୨ ଡିସେମ୍ବର ୧୯୮୯ରେ ତାଙ୍କର ହତ୍ୟା ହେବାଯାଏଁ ସେ ଦାୟିତ୍ୱରେ ଥିଲେ । ଏହି ଲୋକ ସଭାରେ କଂଗ୍ରେସ ଦଳ ୭ମ ଲୋକ ସଭାଠାରୁ ୩୦ଟି ଅଧିକ ଆସନରେ ଜିତିଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟସମ୍ପାଦନ କରନ୍ତୁ

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟସମ୍ପାଦନ କରନ୍ତୁ

ବିଭିନ୍ନ ରାଜନୈତିକ ଦଳରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

S.No. Party Name Number of MPs
ଭାରତୀୟ ଜାତୀୟ କଂଗ୍ରେସ ୪୨୬
ତେଲୁଗୁ ଦେଶମ୍ ପାର୍ଟି ୩୦
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୨୩
ଜନତା ଦଳ ୧୬
ଏ.ଆଇ.ଏ ଡି.ଏମ୍.କେ ୧୨
ଇନ୍‌ଡିପେଣ୍ଡେଣ୍ଟ
ଅକାଳୀ ଦଳ
ଆସାମ ଗଣ ପରିଷଦ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୦ କଂଗ୍ରେସ
୧୧ ଲୋକ ଦଳ
୧୨ ସ୍ୱାଧୀନ
୧୩ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ୍ କନ୍‌ଫରେନ୍ସ
୧୪ ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି
୧୫ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୬ ଭାରତୀୟ ଜନତା ପାର୍ଟି
୧୭ ଡି.ଏମ୍.କେ
୧୮ କେରଳ କଂଗ୍ରେସ
୧୯ ସର୍ବଭାରତୀୟ ମୁସଲମାନ ଦଳ
୨୦ ନୋମିନେଟେଡ୍

ଆଧାରସମ୍ପାଦନ କରନ୍ତୁ

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.

ବାହାର ଆଧାରସମ୍ପାଦନ କରନ୍ତୁ