ସୋରଣ
ସୋରଣ ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ସୋରଣ | |
---|---|
ଗ୍ରାମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା |
ପଞ୍ଚାୟତ ସମିତି | ସୋରଣ ପଞ୍ଚାୟତ ସମିତି |
ଗ୍ରାମ ପଞ୍ଚାୟତ | ସୋରଣ ଗ୍ରାମ ପଞ୍ଚାୟତ |
ତହସିଲ | ଟାଙ୍ଗୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨୦୨୭[୧] |
Area code | +୦୬୭୫୬ |
ଯାନବାହାନ ପଞ୍ଚୀକରଣ | OD/୦୨ |
ଗମନାଗମନ
ସମ୍ପାଦନା- ନିକଟତମ ରେଳ ଷ୍ଟେସନ: କୁହୁରି ଏବଂ କାଳୁପଡା ଘାଟ
- ନିକଟତମ ବସ ସେବା: କୁହୁରି ଏବଂ ଟାଙ୍ଗୀ
ଶିକ୍ଷା
ସମ୍ପାଦନାଗ୍ରାମରେ ଭଗବତି ବିଦ୍ୟାପୀଠ ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଗ୍ରାମ ଠୁ ୨ କି.ମି ଦୁରେ ଅବସ୍ଥିତ ।ସୋରଣ ଚିଲିକା ବିଦ୍ୟନିକେତନ ନାମକ ଅନ୍ୟ ଏକ ଉଚ୍ଚ ବିଦ୍ୟାଳୟ ବି ଅଛି।
ସଂସ୍କୃତି
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ବ୍ରହ୍ମେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଜ ମେଳା ଅନୁଷ୍ଠିତ ହୋଇଥାଏ ।ଏହି ଗ୍ରାମରେ ବହୁତ ମନ୍ଦିର ଅଛି ଭଗବତୀ ଦେବୀ ମନ୍ଦିର, ସ୍ୟାମେଶ୍ୱରୀ ମନ୍ଦିର, ମଙ୍ଗଳା ମନ୍ଦିର, ଚଣ୍ଡେଶ୍ୱର ଦେବ ମନ୍ଦିର, ମା ଡୋମଣି ମନ୍ଦିର, ବାଲୁଙ୍କେସ୍ୱର ମନ୍ଦିର ଅଛି । ଏହା ବ୍ୟତିତ 2ଟି ମସଜିଦ ଅଛି।ଚିଲିକା କୂଳରେ ମା କାଳିଜାଇ ମନ୍ଦିର ଓ ଯୋଗମାୟା ମନ୍ଦିର ଅଛି।