ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର
ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର ( SNRIs ) ଏକ ଔଷଧ ଶ୍ରେଣୀର ନାମ ଯାହା ମୁଖ୍ୟତଃ ପ୍ରମୁଖ ଅବସାଦ ବେମାରୀ, ଏବଂ ସାଧାରଣ ଉତ୍କଣ୍ଠା ବ୍ୟାଧି ପାଇଁ ବ୍ୟବହୃତ ହୁଏ, ଯେତେବେଳେ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟରଗୁଡିକ ପ୍ରଭାବଶାଳୀ ହୁଏନି | [୧] [୨] ଅନ୍ୟାନ୍ୟ ବ୍ୟବହାରରେ ଫାଇବ୍ରୋମ୍ୟାଲ୍ଜିଆ ରୋଗରେ ଦିଆଯାଇପାରେ | [୩] ଏହି ଔଷଧଗୁଡ଼ିକ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଅପେକ୍ଷା ଅଧିକ ପ୍ରଭାବଶାଳୀ ହେବା ବିଷୟରେ ସ୍ପଷ୍ଟ ପ୍ରମାଣ ନାହିଁ, ତଥାପି ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଚିନ୍ତା ଅଛି | [୪]
ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର | |
---|---|
Drug class | |
Class identifiers | |
Synonyms | Selective Serotonin–noradrenaline reuptake inhibitor; SNaRI |
Use | Depression; Anxiety; Pain; Obesity; Menopausal symptoms |
Biological target | Serotonin transporter; Norepinephrine transporter |
External links | |
MeSH | D000068760 |
In Wikidata |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଶୁଖିଲା ପାଟି ଏବଂ ଯୌନ ଅସୁବିଧା ହୋଇପାରେ | [୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷ ବୟସରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, କମ୍ ସୋଡିୟମ୍, ରକ୍ତସ୍ରାବ, ଉଚ୍ଚ ରକ୍ତଚାପ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ୍ ହୋଇପାରେ| [୬] [୩] ଔଷଧ ହଠାତ୍ ବନ୍ଦ କରିଦେଲେ ପ୍ରତ୍ୟାହାର ହୋଇପାରେ | [୬] ନିଉରନ ଗୁଡ଼ିକ ଗ୍ରହଣ କରୁଥିବା ସେରୋଟୋନିନ ଏବଂ ନରଏପିନେଫ୍ରିନ ଗ୍ରହଣକୁ ଅବରୋଧ କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ | [୬]
୧୯୩୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରଥମେ ଭେନେଲାଫ୍ୟାକ୍ସିନ ଅନୁମୋଦିତ ହୋଇଥିଲା | [୫] [୭] ଏମାନଙ୍କ ମଧ୍ୟରୁ କେତେକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ | [୧] ୨୦୧୮ ମସିହାରେ ଡୁଲୋକ୍ସେଟାଇନ୍ ୩୬ତମ ଏବଂ ଭେଲାଫ୍ୟାକ୍ସିନ ୫୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଭାବରେ ଯୁକ୍ତରାଷ୍ଟ୍ରରେ ନିର୍ଦ୍ଧାରିତ ଥିଲା | [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 58. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 377. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ Ansari, Arash; Osser, David. Psychopharmacology: A Concise Overview (in ଇଂରାଜୀ). Oxford University Press. p. 28. ISBN 978-0-19-753704-6. Archived from the original on 2021-07-10. Retrieved 2021-04-18.
- ↑ Ansari, Arash; Osser, David. Psychopharmacology: A Concise Overview (in ଇଂରାଜୀ). Oxford University Press. p. 28. ISBN 978-0-19-753704-6. Archived from the original on 2021-07-10. Retrieved 2021-04-18.
- ↑ ୫.୦ ୫.୧ "List of SNRIs + Uses, Types & Side Effects". Drugs.com (in ଇଂରାଜୀ). Archived from the original on 27 April 2021. Retrieved 18 April 2021.
- ↑ ୬.୦ ୬.୧ ୬.୨ "List of SNRIs + Uses, Types & Side Effects". Drugs.com (in ଇଂରାଜୀ). Archived from the original on 27 April 2021. Retrieved 18 April 2021.
- ↑ "Venlafaxine Uses, Dosage & Side Effects". Drugs.com (in ଇଂରାଜୀ). Archived from the original on 9 June 2021. Retrieved 18 April 2021.
- ↑ "The Top 300 of 2021". clincalc.com. Archived from the original on 18 March 2020. Retrieved 18 April 2021.