ଯନ୍ତ୍ରଣା

(Painରୁ ଲେଉଟି ଆସିଛି)


ଯନ୍ତ୍ରଣା (ଇଂରାଜୀ ଭାଷାରେ Pain) ଏକ ଅରୁଚିକର ବା ଦୁଃଖଦ ଅନୁଭବ ଯାହା ଛୁଞ୍ଚି ଫୋଡିହେବା, ନିଆଁ ଧାସ/ ପୋଡ଼ି ହେବା, କୌଣସି ଟାଣ ଯାଗାରେ ବାଜିଯିବା ଭଳି ତୀବ୍ର ବା ବିନଷ୍ଟକାରୀ ଉଦ୍ଦୀପକଦ୍ୱାରା ସଂଘଟିତ ହୁଏ[୧] । ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଷ୍ଟଡି ଅଫ ପେନ ସଂସ୍ଥାର ସଂଜ୍ଞା: ଯନ୍ତ୍ରଣା ଏକ ଅରୁଚିକର ସଂବେଦୀ ବା ଭାବପ୍ରବଣ ଅନୁଭବ (sensory and emotional experience) ଯାହା ପ୍ରକୃତ ବା ସଂଭାବ୍ୟ ତନ୍ତୁ କ୍ଷୟଦ୍ୱାରା ସଂଘଟିତ ହୁଏ ।
ନିଜ ଅଙ୍ଗକୁ ରକ୍ଷା କରିବାକୁ ଯନ୍ତ୍ରଣା ଏହି ବିନଷ୍ଟକାରୀ ଅବସ୍ଥିତିଠାରୁ ଦୂରେଇ ଯିବାକୁ ଲୋକକୁ ବାଧ୍ୟ କରେ ଓ ଭବିଷ୍ୟତରେ ଏହାଠାରୁ ଦୂରେଇ ରହିବାକୁ ଚେତେଇ ଦିଏ[୨] । ଅଧିକାଂଶ କ୍ଷେତ୍ରରେ ଉଦ୍ଦୀପକଠାରୁ ଦୂରେଇ ଗଲେ ଯନ୍ତ୍ରଣା ହୁଏ ନାହିଁ । ବେଳେ ବେଳେ ଉଦ୍ଦୀପକ ନ ଥାଇ ବା ଅଙ୍ଗ ସୁସ୍ଥ ହୋଇଯାଇ ଥିଲେ ମଧ୍ୟ ଯନ୍ତ୍ରଣା ଲାଗି ରହେ ବା କୌଣସି ଉଦ୍ଦୀପକ ନ ଥାଇ ମଧ୍ୟ ଯନ୍ତ୍ରଣା ଆରମ୍ଭ ହୁଏ ।[୩]
[୪] ଆମେରିକାରେ ଯନ୍ତ୍ରଣା ଯୋଗୁ ଡାକ୍ତରୀ ପରାମର୍ଶ ଅତି ସାଧାରଣ କଥା[୫] । ଅନେକ ଭେଷଜ ରୋଗରେ ଯନ୍ତ୍ରଣା ହୁଏ ଓ ଏହା ମାନବର କର୍ମ ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରେ[୬] । ସାମାଜିକ ଆଶ୍ରୟ, ସମ୍ମୋହନ, ଉତ୍ତେଜିତ ତଥା ଅବସାଦଗ୍ରସ୍ତ କରେଇବାଦ୍ୱାରା ଯନ୍ତ୍ରଣାର ମାତ୍ରା କମିଯାଏ ।[୭]

ଯନ୍ତ୍ରଣା
ଇଞ୍ଜେକସ ନେଲାବେଳେ ଜଣେ ମହିଳାଙ୍କ ମୁଖମଣ୍ଡଳରେ ଯନ୍ତ୍ରଣା ଚିହ୍ନ ଦେଖାଯାଉଛି ।
ICD-10R52
ICD-9338
DiseasesDB9503
MedlinePlus002164
MeSHD010146

ଆଧାର ସମ୍ପାଦନା

  1. The examples represent respectively the three classes of nociceptive pain - mechanical, thermal and chemical - and neuropathic pain.
  2. Lynn B (1984). "Cutaneous nociceptors". In Winlow W, Holden AV (ed.). The neurobiology of pain: Symposium of the Northern Neurobiology Group, held at Leeds on 18 April 1983. Manchester: Manchester University Press. p. 106. ISBN 0-7190-0996-0. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  3. Raj PP (2007). "Taxonomy and classification of pain". In Niv D, Kreitler S, Diego B, Lamberto A (ed.). The Handbook of Chronic Pain. Nova Biomedical Books. ISBN 1-60021-044-9. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)CS1 maint: multiple names: editors list (link)
  4. Melzack R & Casey KL. "Sensory, motivational and central control determinants of chronic pain: A new conceptual model". In Kenshalo DR (ed.). The skin senses: Proceedings of the first International Symposium on the Skin Senses, held at the Florida State University in Tallahassee, Florida. p. 432. {{cite book}}: Cite has empty unknown parameter: |chapterurl= (help)
  5. Turk DC, Dworkin RH (2004). "What should be the core outcomes in chronic pain clinical trials?". Arthritis Res. Ther. 6 (4): 151–4. doi:10.1186/ar1196. PMC 464897. PMID 15225358.{{cite journal}}: CS1 maint: unflagged free DOI (link)
  6. Breivik H, Borchgrevink PC, Allen SM, Rosseland LA, Romundstad L, Hals EK, Kvarstein G, Stubhaug A (2008). "Assessment of pain". Br J Anaesth. 101 (1): 17–24. doi:10.1093/bja/aen103. PMID 18487245. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  7. Eisenberger NI, Lieberman M (2005). "Why it hurts to be left out: The neurocognitive overlap between physical and social pain". In Williams KD (ed.). The Social Outcast: Ostracism, Social Exclusion, Rejection, & Bullying (Sydney Symposium of Social Psychology). East Sussex: Psychology Press. p. 210. ISBN 1-84169-424-X. {{cite book}}: |archive-url= requires |url= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)

ବାହାର ଲିଙ୍କ ସମ୍ପାଦନା