ସୁଅମେନଲିନ୍ନା

(ସୁଓମେନଲିନ୍ନାରୁ ଲେଉଟି ଆସିଛି)

ସୁଅମେନଲିନ୍ନା ( ୧୯୧୮ ମସିହା ଯାଏଁ ଫିନ ଭାଷାରେ ଭିଆପୋରି ବା ସ୍ୱେଡିସ ଭାଷାରେ ଭିଆବର୍ଗ , ଯାହାକୁ ପ୍ରକୃତ ଅର୍ଥ ଭାବରେ ନିଆଗଲେ " ଫିନଲାଣ୍ଡର ଦୁର୍ଗ " ବୋଲି କୁହାଯାଇପାରିବ । ତାହା ପ୍ରକୃତରେ ଏକ ସାମୁଦ୍ରିକ ଦୁର୍ଗ , ଯାହା ଫିନଲାଣ୍ଡ ଦେଶର ରାଜଧାନୀ ହେଲସିଙ୍କି ସହରର ପୋତାଶ୍ରୟ ନିକଟରେ ଅବସ୍ଥିତ ଓ ୬ ଗୋଟି ଦ୍ୱିପ ଉପରେ ନିର୍ମିତ । ଏହା ବର୍ତ୍ତମାନ ହେଲସିଙ୍କି ସହରର ଏକ ପର୍ଯ୍ୟଟକ ଆକର୍ଷଣ ତଥା ଯୁଦ୍ଧ ସ୍ମାରକୀ ଭାବରେ ରହିଛି । ଇଉନେସ୍କୋଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ସ୍ୱୀକୃତ ହେଇଥିବା ଏହି ସ୍ଥାନ ଏକ ଅତ୍ୟନ୍ତ ସୁନ୍ଦର ବଣଭୋଜି ସ୍ଥଳହେବା ସହ ପର୍ଯ୍ୟଟକଙ୍କ  ପାଇଁ ଏକ ଆକର୍ଷଣ । ପୂର୍ବରୁ ସ୍ୱିଡେନ ଅଧୀନରେ ଥିବା ଏହି ଦୁର୍ଗକୁ ଭିଆ ବର୍ଗ କୁହାଯାଉଥିଲା ବେଳେ ସ୍ୱାଧୀନ ଫିନଲାଣ୍ଡ ଅଧୀନକୁ ଆସିଲା ପରେ ଏହାକୁ "ସୁଅମେନଲିନ୍ନା କୁହାଗଲା ।

Suomenlinna
Sveaborg
An aerial view of Suomenlinna.
ଅବସ୍ଥାନHelsinki, Finland
ଦିଗବାରେଣି60°08′37″N 24°59′04″E / 60.14361°N 24.98444°E / 60.14361; 24.98444
Official name: Fortress of Suomenlinna
ପ୍ରକାରCultural
ମାନଦଣ୍ଡiv
Designated1991 (15th session)
Reference no.583
State PartyFinland
RegionEurope and North America

ଆଧାର ସମ୍ପାଦନା