ଫିନଲ୍ୟାଣ୍ଡ
ଫିନଲ୍ୟାଣ୍ଡ ଉତ୍ତର ଇଉରୋପରେ ଥିବା ଏକ ଦେଶ।ଏହି ଦେଶଟିର ଆନୁଷ୍ଠାନିକ ନାମ "ରିପବ୍ଲିକ ଅଫ୍ ଫିନଲାଣ୍ଡ" । ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।ଆୟତନ ଦୃଷ୍ଟିରୁ ଫିନଲ୍ୟାଣ୍ଡ ଇଉରୋପର ଆଠନମ୍ବର ଦେଶ ıଏହାର ଲୋକ ସଂଖ୍ୟାମାତ୍ର ୫୫ ଲକ୍ଷ ମଧ୍ୟରେ ıଫିନଲ୍ୟାଣ୍ଡର ରାଜଧାନୀର ନାମ ହେଲସିଙ୍କି ।
ଇତିହାସ
ସମ୍ପାଦନାଦ୍ୱାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ସୁଇଡେନର ଏକ ଅଂଶ ବିଶେଷ ଥିଲା । ପୁଣି ୧୮୦୯ରୁ ୧୯୦୭ପର୍ଯ୍ୟନ୍ତ ଏହା ଋଷିଆ ଅଧୀନରେ ରହିଥିଲା ı ୧୯୧୭ରେ ଏକ ଗୃହଯୁଦ୍ଧ କ୍ରମେ ଋଷିଆ କର୍ତ୍ତୃତ୍ୱରୁ ବାହାରି ଏହା ସ୍ୱାଧୀନ ହେଲା । ୧୯୫୫ରେ ଫିନଲ୍ୟାଣ୍ଡ ଜାତିସଂଘର ସଦସ୍ୟ ଏବଂ ୧୯୯୫ରେ ଇଉରୋପୀୟ ୟୁନିୟନର ସଦସ୍ୟଭାବେ ସ୍ୱୀକୃତି ପାଇଲା ।
ଭୂଗୋଳ
ସମ୍ପାଦନାଧର୍ମ
ସମ୍ପାଦନାପ୍ରଶାସନିକ ବିଭାଜନ
ସମ୍ପାଦନାଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଓ ଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।
ଭାଷା
ସମ୍ପାଦନାଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନା- https://www.cia.gov/library/publications/the-world-factbook/geos/fi.html Archived 2015-09-19 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |