ସ୍ୱିଡେନ ଉତ୍ତର ଇଉରୋପରେ ଥିବା ଏକ ଦେଶ। ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍‍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି । ଦକ୍ଷିଣ ଦିଗରେ ଡେନ୍‍ମାର୍କ ଦେଶ ଅଛି । ଜାନୁୟାରୀ ୨୦୧୬ ତଥ୍ୟ ଅନୁଯାୟୀ ଏହାର ଜନସଂଖ୍ୟା ହେଉଛି ୯.୯ ନିୟୁତ ବା ୯୯ ଲକ୍ଷ [୧] । ସ୍ଟକହୋମ୍‍ ଏହାର ରାଜଧାନୀ ।

ସ୍ୱିଡେନ ପତାକା
ସ୍ୱିଡେନ ଅବସ୍ଥିତି

ଇତିହାସ ସମ୍ପାଦନା

ଭୂଗୋଳ ସମ୍ପାଦନା

ଧର୍ମ ସମ୍ପାଦନା

ପ୍ରଶାସନିକ ବିଭାଜନ ସମ୍ପାଦନା

ସ୍ୱିଡେନ ଏକ ସମ୍ବିଧାନିକ ରାଜତନ୍ତ୍ର| ଏହାର ସନ୍ସଦକୁ ରିକସ୍ଦଗ୍ (riksdag) କୁହନ୍ତି| ସ୍ୱିଡେନର ସମ୍ବିଧାନରେ ଚାରିଟି ମୁଳ ନ୍ୟାୟ ନାଗରିକମାନଙ୍କୁ ମିଳିଥାୟେ| ରାଜା କାର୍ଲ୍ ଗୁସ୍ତାଭ ଷୋଡଶ ଦେଶର ମୁଖ୍ୟ ଅଟନ୍ତି|

ଭାଷା ସମ୍ପାଦନା

ଆଧାର ସମ୍ପାଦନା

  1. https://en.wikipedia.org/wiki/Sweden. Retrieved 20 November 2016. {{cite web}}: Missing or empty |title= (help)