ସିମଦେଗା
ସିମଦେଗା (ସାନ୍ତାଳୀ: [ᱥᱤᱢᱰᱮᱜᱟ] Error: {{Lang}}: text has italic markup (help)) ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ଝାଡ଼ଖଣ୍ଡର ଗୁମ୍ଲ ଜିଲ୍ଲାରେ ଅବସ୍ଥିତ ।
Simdega
सिमडेगा ᱥᱤᱢᱰᱮᱜᱟ ସିମଡେଗା | |
---|---|
City | |
Nickname: Nursery of Sports[୧] | |
Country | India |
State | Jharkhand |
District | Simdega |
Government | |
• Type | Municipal Council |
• Body | Nagar Parishad |
Elevation | 418 m (1,371 ft) |
Population (2011) | |
• Total | ୫,୯୯,୮୧୩ |
Languages | |
• Official | Odia,Hindi |
Time zone | UTC+5:30 (IST) |
PIN | 835223 |
Telephone code | +91-6525 |
ଯାନବାହାନ ପଞ୍ଚୀକରଣ | JH 20 |
Website | simdega |
ଭୌଗଳିକ ଅବସ୍ଥିତି
ସମ୍ପାଦନାସିମଦେଗା ୨୨.୬୧୫୨ ଉତ୍ତର ଅକ୍ଷାଂଶ ଓ ୮୪.୫୦୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିମଦେଗା ସହରର ମୋଟ ଜନସଂଖ୍ୟା ୩୩୯୬୨ ଅଟେ ।[୩] ସେଥି ମଧ୍ୟରୁ ୫୧.୫୮% ଜଣ ପରୁଷ ହୋଇଥିବା ବେଳେ ୪୮.୪୨% ଜଣ ନାରୀ ଅଟନ୍ତି । ସିମଦେଗାର ସାକ୍ଷରତା ହାର ୬୮.୦୨% ଅଟେ । ଏହା ଜାତୀୟ ହାରଠାରୁ -୩.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୪% ପ୍ରତିଶତ ପୁରୁଷ ଓ ୩୦.୩୮% ନାରୀ ଅଟନ୍ତି । ୧୫.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାଓଡ଼ିଆ, ହିନ୍ଦୀ ସିମଦେଗାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ http://simdega.nic.in/profile.html.
{{cite web}}
: Missing or empty|title=
(help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.