ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କ ତାଲିକା
ସାହିତ୍ୟ ଏକାଡେମୀ ପୁରସ୍କାର ଏକ ସାହିତ୍ୟିକ ସମ୍ମାନ ଅଟେ,ଯାହାକି ୨୪ ଟି ଭାଷାରେ ପ୍ରଦାନ କରାଯାଇଥାଏ।
(ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ଲେଖକମାନଙ୍କ ତାଲିକାରୁ ଲେଉଟି ଆସିଛି)
ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଲେଖିକାମାନଙ୍କ ତାଲିକା ।
ସାହିତ୍ୟ ଏକାଡେମୀ ପୁରସ୍କାର (ସାନ୍ତାଳୀ ଭାଷା) | |
---|---|
ଦାତା | ସାହିତ୍ୟ ଏକାଡେମୀ |
ଦେଶ | ଭାରତ |
ପ୍ରଥମ ପୁରସ୍କାର | ୨୦୦୫ |
ଶେଷ ପୁରସ୍କାର | ୨୦୧୮ |
ବିଜେତା
ସମ୍ପାଦନା୨୦୦୫ ମସିହାରୁ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀ ତରଫରୁ ଦିଆଯାଇଥିବା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ଲେଖକ ମାନଙ୍କର ତାଲିକା ।[୧]
ବର୍ଷ |
ପୁସ୍ତକ |
ଲେଖକ |
---|---|---|
୨୦୧୯ | ଶିଶିରଜଲୀ | କାଳିଚରଣ ହେମ୍ବ୍ରମ[୨] |
୨୦୧୭ | ତାହେନାଞ୍ଜ୍ ତାଙ୍ଗିରେ (କବିତା) | ଭୁଜଙ୍ଗ ଟୁଡୁ[୩] |
୨୦୧୮ |
ନାଲହା (କବିତା) | ଗୋବିନ୍ଦ ଚନ୍ଦ୍ର ମାଝୀ |
୨୦୧୫ |
ପା଼ର୍ସି ଖାତିର୍ (ନାଟକ) | ରବିଲାଲ୍ ଟୁଡୁ |
୨୦୧୪ |
ମାଲା ମୁଦାମ୍ (ନାଟକ) | ଜାମାଦାର କିସ୍କୁ |
୨୦୧୩ | ଚାଁଦୋ ବୋଁଗା (କବିତା) | ଅର୍ଜୁନ ଚରଣ ହେମ୍ବ୍ରମ୍ |
୨୦୧୨ | ବାଞ୍ଚାୱାକାନ୍ ଗୋଜ୍ ହୋଳ୍ (କ୍ଷୁଦ୍ରଗଳ୍ପ) | ଗୋଙ୍ଗାଧର ହାଁସଦାଃ |
୨୦୧୧ |
ବାଞ୍ଚାୱ ଲା଼ଳହା଼ୟ୍ (କବିତା) | ଆଦିତ୍ୟ କୁମର ମାଣ୍ଡି |
୨୦୧୦ | ରାହି ରାୱାଁଃ କାନ୍ (ନାଟକ) | ଭଗ୍ଲା ସରେନ୍ |
୨୦୦୯ | ସାୟ୍ ସାହେଦ୍ (କବିତା) | ଦମୟନ୍ତୀ ବେସ୍ରା |
୨୦୦୮ | ମା଼ନ୍ମୀ (କ୍ଷୁଦ୍ରଗଳ୍ପ) | ବାଦଲ ହେମ୍ବ୍ରମ୍ |
୨୦୦୭ | ଚେଦରେ ଚେକାୟେନା (ନାଟକ) | ଖେରୱାଳ୍ ସରେନ୍ |
୨୦୦୬ | ଗୁରୁ ଗୋମକେ ପଣ୍ଡେତ ରାଘୁନାଥ ମୁର୍ମୁ (ଜୀବନୀ) | ରାମ ଚନ୍ଦ୍ର୍ ମୁର୍ମୁ |
୨୦୦୫ | ଭାବନା (କବିତା) | ଯଦୁମଣି ବେସ୍ରା |
ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାଯୁବ ପୁରସ୍କାର ସମ୍ମାନିତ ଲେଖକ
ସମ୍ପାଦନାସାହିତ୍ୟ ଏକଡେମୀ ୨୦୧୧ରୁ ଯୁବ ଲେଖକମାନଙ୍କ ପାଇଁ ଏକ ନୂତନ ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲେ । ଏହି ପୁରସ୍କର ବିଜେତାମାନେ ହେଲେ :[୪]
ବର୍ଷ | ଲେଖକ | କୃତୀ | ଶୈଳୀ |
---|---|---|---|
୨୦୧୧ | ସତୀଲାଲ ମୁର୍ମୁ | ଜାଗରଣ | କବିତା–ସଂଗ୍ରହ |
୨୦୧୨ | ଶ୍ୟାମ ଚରଣ ଟୁଡୁ | ଜାଲାଦାକ୍ | କବିତା–ସଂଗ୍ରହ |
୨୦୧୩ | ଲାଲଚାନ୍ଦ ସରେନ | ତିରଙ୍ଗ | କବିତା–ସଂଗ୍ରହ |
୨୦୧୪ | ଆନପା ମାରାଣ୍ଡି | ନାମାଲ | କବିତା–ସଂଗ୍ରହ |
୨୦୧୫ | ସୁଚିତ୍ରା ହାଁସଦାଃ | ବେଳା ଆହଲା | କବିତା |
୨୦୧୬ | ପରିମଲ୍ ହାଁସଦାଃ | ଧୁଆଁ ଓଟାଂଅଗ୍ କାନ୍ | କବିତା |
୨୦୧୭ | ମାଇନୋ ଟୁଡୁ | ମାର୍ସାଲ ଡାହାର | କବିତା–ସଂଗ୍ରହ |
୨୦୧୮ | ରାନୀ ମୁର୍ମୁ [୫] | ହପୋନ୍ ମାଇୟାଃ କୁକମୁ | କ୍ଷୁଦ୍ର-ଗଳ୍ପ |
ଆଧାର
ସମ୍ପାଦନା- ↑ "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
- ↑ "Press Release Sahitya Akademy 10/12/2019" (PDF). sahitya-akademi.gov.in/. Sahitya Akademy. Retrieved 26 February 2020.
- ↑ http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#SANTHALI
- ↑ "ସାହିତ୍ୟ ଏକଡେମୀ ଯୁବ ପୁରସ୍କାର (2011–2017)". ସାହିତ୍ୟ ଏକଡେମୀ. २६ जुलाई २०१७. Retrieved ८ सितम्बर २०१७.
{{cite web}}
: Check date values in:|accessdate=
and|date=
(help) - ↑ "ଆର୍କାଇଭ୍ କପି". Archived from the original on 2018-07-16. Retrieved 2018-07-16.
{{cite web}}
: Cite has empty unknown parameter:|1=
(help)