ସାହିତ୍ୟ ଏକାଡେମୀ
ସାହିତ୍ୟ ଏକାଡେମୀ ଭାରତର ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା । ଭାରତର ବିଭିନ୍ନ ପ୍ରାନ୍ତର ବିବିଧ ଭାଷା ସାହିତ୍ୟର ବିକାଶ ପାଇଁ ଏହା ହେଉଛି ସର୍ବୋଚ୍ଚ ସଂସ୍ଥା ।[୧] ଏହା ୧୯୫୪ ମସିହା ମାର୍ଚ୍ଚ ୧୩ ତାରିଖରେ ସ୍ଥାପିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ରବୀନ୍ଦ୍ର ଭବନରେ ଅବସ୍ଥିତ । ଯଦ୍ଦ୍ୟପି ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କଠାରୁ ଅନୁଦାନ ପାଇଥାଏ, ଏହା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ।
ସାହିତ୍ୟ ଏକାଡେମୀ | |
---|---|
ଛୋଟ ନାଆଁ | SA |
ସ୍ଥାପନା | 12 ମାର୍ଚ୍ଚ 1954 |
ମୁଖ୍ୟାଳୟ | ରବୀନ୍ଦ୍ର ଭବନ, ଦିଲ୍ଲୀ |
ଅବସ୍ଥାନ | ନୂଆ ଦିଲ୍ଲୀ, ଭାରତ |
ଅଞ୍ଚଳ | ଭାରତ |
ଅଧକ୍ଷ | ଚନ୍ଦ୍ରଶେଖର କମ୍ବରା |
ୱେବ୍ସାଇଟ | sahitya-akademi |
ଆଧାର
ସମ୍ପାଦନା- ↑ Hota, AK (2000). Encyclopaedia of New Media and Educational Planning. `. pp. 310–12. ISBN 978-81-7625-170-9.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ସାହିତ୍ୟ ଏକାଡେମୀ
ବାବଦରେ ମାଧ୍ୟମ ରହିଛି ।