ସାରୁବାହାଲ
ସାରୁବାହାଲ ଗାଁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ଉଡ଼ୁସୁ ଗ୍ରାମପଞ୍ଚାୟତର ଏକ ଗାଆଁ । ଏହି ଗାଆଁଟି ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ସାରୁବାହାଲ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି | ଉଡ଼ୁସୁ |
ଗ୍ରାମ ପଞ୍ଚାୟତ | ଉଡ଼ୁସୁ |
ତହସିଲ | ବିଶ୍ରା |
Time zone | IST (+୫.୩୦) |
ଡାକ କୋଡ଼ | ୭୭୦୦୩୬[୧] |
Area code | +୦୬୬୧ |
ଯାନବାହାନ ପଞ୍ଚୀକରଣ | OD/୧୪ |
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରୁ ପ୍ରାୟ ୧୩୦କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏଠାରେ ଗୋଟିଏ ଉଚ୍ଚ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |