ସାରଙ୍ଗଧର କାଡ୍ରାକା
ଓଡ଼ିଆ ରାଜନୀତିଜ୍ଞ
ସାରଙ୍ଗଧର କାଡ୍ରାକା (ଜନ୍ମ: ୪ ଜାନୁଆରୀ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସାରଙ୍ଗଧର କାଡ୍ରାକା | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଡମ୍ବରୁଧର ଉଲାକା |
ପର ଅଧିକାରୀ | ଡମ୍ବରୁଧର ଉଲାକା |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଡମ୍ବରୁଧର ଉଲାକା |
ପର ଅଧିକାରୀ | ଡମ୍ବରୁଧର ଉଲାକା |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜାନୁଆରୀ ୧୯୪୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ନିରୁପମା କାଡ୍ରାକା |
ସନ୍ତାନ | ୩ |
ବାପା/ବୋଉ | ମାଳତୀ ନାୟକ କାଡ୍ରାକା |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସାରଙ୍ଗଧର କାଡ୍ରାକା ୧୯୪୯ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଳତୀ ନାୟକ କାଡ୍ରାକା ଓ ପତ୍ନୀଙ୍କ ନାମ ନିରୁପମା କାଡ୍ରାକା ।[୧]
ରାଜନୈତିକ ଜୀବନ
ସମ୍ପାଦନାସାରଙ୍ଗଧର କାଡ୍ରାକା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳର ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Sarangdhar Kadraka". odishaassembly.nic.in. Odisha Assembly. Retrieved 12 February 2022.