ସାରଙ୍ଗଧର କାଡ୍ରାକା

ଓଡ଼ିଆ ରାଜନୀତିଜ୍ଞ

ସାରଙ୍ଗଧର କାଡ୍ରାକା (ଜନ୍ମ: ୪ ଜାନୁଆରୀ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସାରଙ୍ଗଧର କାଡ୍ରାକା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଡମ୍ବରୁଧର ଉଲାକା
ପର ଅଧିକାରୀଡମ୍ବରୁଧର ଉଲାକା
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-01-04) ୪ ଜାନୁଆରୀ ୧୯୪୯ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀନିରୁପମା କାଡ୍ରାକା
ସନ୍ତାନ
ବାପା/ବୋଉମାଳତୀ ନାୟକ କାଡ୍ରାକା
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସାରଙ୍ଗଧର କାଡ୍ରାକା ୧୯୪୯ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଳତୀ ନାୟକ କାଡ୍ରାକା ଓ ପତ୍ନୀଙ୍କ ନାମ ନିରୁପମା କାଡ୍ରାକା ।[୧]

ରାଜନୈତିକ ଜୀବନ ସମ୍ପାଦନା

ସାରଙ୍ଗଧର କାଡ୍ରାକା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳର ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Sarangdhar Kadraka". odishaassembly.nic.in. Odisha Assembly. Retrieved 12 February 2022.