ସହଯୋଗ ଆଲୋଚନା:ଓଡ଼ିଆରେ ଟାଇପ କିପରି କରିବେ
Typing Tool testing
ସମ୍ପାଦନାTransliteration
ସମ୍ପାଦନାCant type odia text in Firefox
ସମ୍ପାଦନାSir, There are some bugs, so that it is not working in firefox...ଓଡ଼ିଶା୧ talk
- Firefox in which version?Jayantanth ୧୮:୨୯, ୪ ମାର୍ଚ ୨୦୧୧ (UTC)
- in v4.0b12ଓଡ଼ିଶା୧ talk ୧୮:୩୯, ୪ ମାର୍ଚ ୨୦୧୧ (UTC)
- first this is beta version. What do you mean by " not working in firefox" . Please explain , do you got two option above search bar? or not? And what OS you are using?Jayantanth ୧୮:୫୩, ୪ ମାର୍ଚ ୨୦୧୧ (UTC)
- in v4.0b12ଓଡ଼ିଶା୧ talk ୧୮:୩୯, ୪ ମାର୍ଚ ୨୦୧୧ (UTC)
- Firefox in which version?Jayantanth ୧୮:୨୯, ୪ ମାର୍ଚ ୨୦୧୧ (UTC)
That might be cache problem. Srikanth, kindly clear cache and recheck. --Shijualex ୧୯:୧୭, ୪ ମାର୍ଚ ୨୦୧୧ (UTC)
@Odisha1, I have checked it, I am shortly adding the key map so that you can type easily, for your username you have to type o+D+i+SA 1. --ସୁଭ ପା/Subhashish Panigrahi ୦୬:୪୨, ୫ ମାର୍ଚ ୨୦୧୧ (UTC)
unable to type ୟା
ସମ୍ପାଦନାHere unable to type ୟା(this is typed in windows7) . It becomes ୟ୍ଆ : Kishore ୟ। -> y+backspace+ Z, it's bug actually, will report to Junaid...but you can use Inscript --Ansumang ୧୯:୨୯, ୫ ମାର୍ଚ ୨୦୧୧ (UTC)
InSCript
ସମ୍ପାଦନାଫୋନେଟିକ ଲେଖନୀ
ସମ୍ପାଦନାଫୋନେଟିକ ଲେଖନୀ କିବୋର୍ଡ lay out ଭୁଲ ଅଛି । ତା ତଳେ ଦିଆଯାଇଥିବା ଉଦାହରଣ ଅନୁସାରେ କଲେ ଠିକ ହେବ --Subas Chandra Rout (ମୋ ଆଲୋଚନା) ୧୭:୨୪, ୨୯ ସେପ୍ଟେମ୍ବର ୨୦୧୩ (UTC)
- ତଳେ ଦିଆଯାଇଥିବା ନୂଆ ଫୋନେଟିକ ଲେଖନୀ ଚିତ୍ରରେ ତଥାପି ଭୂଲ ରହିଛି ।
H ଓ L ରେ ଓଲଟି ଯାଇଛି । h ପ୍ରେସ କଲେ ହ ହେବ, H ପ୍ରେସ କଲେ ଃ ହେବ, l ପ୍ରେସ କଲେ ଲ ହେବ ଓ L ପ୍ରେସ କଲେ ଳ ହେବ । ଏହା ଠିକ ଓଲଟା ହୋଇଛି । ଏହାକୁ ଅବିଳମ୍ଵେ ବଦଳା ଯାଉ, କାରଣ ଶିଖେଇବା ସମୟରେ ଭୂଲ ତଥ୍ୟ ଦେବା ଉଚିତ ନୁହେଁ । --Subas Chandra Rout (ମୋ ଆଲୋଚନା) ୧୪:୨୯, ୨୭ ଜୁନ ୨୦୧୪ (UTC)
- ଏଇଟି ଦେଖାଇଥିବାରୁ ଅନେକ ଧନ୍ୟବାଦ ସାର । ଠିକ କରିଦେଲି । ଆଉ କିଛି ଭୁଲ ଥିଲେ ଜଣାଇବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୬:୦୯, ୨୭ ଜୁନ ୨୦୧୪ (UTC)
- ସୁଭାସିସ ବାବୁ, ପ୍ରଧାନ ପୃସ୍ଠାରେ ଥିବା କି ବୋର୍ଡ ଚିତ୍ର ଉପରେ କ୍ଲିକ କଲେ ଯେଉଁ ଲେଖନୀ ଚିତ୍ର ଆସେ, ସେଥିରେ ସମାନ ଭୂଲ ରହିଛି । କିଛିବି ଠିକ ହୋଇ ନାହିଁ । --Subas Chandra Rout (ମୋ ଆଲୋଚନା) ୧୪:୧୨, ୨ ଜୁଲାଇ ୨୦୧୪ (UTC)
- ସାର, ଏଇ ପୃଷ୍ଠାଟି କଥା କହୁଛନ୍ତି କି? ଆପଣଙ୍କ ବ୍ରାଉଜରରେ ବେଳେ ବେଳେ ପୁରୁଣା ଛବିଟି ଦେଖାଏ । Firefoxରେ Ctrl+R କରିଦିଅନ୍ତୁ । ମୁଁ ଭୁଲଟିକୁ ସୁଧାରି ଦେଇଛି । ଏବେ ଠିକରେ ଆସିବା କଥା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୦୯, ୨ ଜୁଲାଇ ୨୦୧୪ (UTC)
- ସୁଭାସିସ ବାବୁ, ପ୍ରଧାନ ପୃସ୍ଠାରେ ଥିବା କି ବୋର୍ଡ ଚିତ୍ର ଉପରେ କ୍ଲିକ କଲେ ଯେଉଁ ଲେଖନୀ ଚିତ୍ର ଆସେ, ସେଥିରେ ସମାନ ଭୂଲ ରହିଛି । କିଛିବି ଠିକ ହୋଇ ନାହିଁ । --Subas Chandra Rout (ମୋ ଆଲୋଚନା) ୧୪:୧୨, ୨ ଜୁଲାଇ ୨୦୧୪ (UTC)