ସହଯୋଗ ଆଲୋଚନା:ଓଡ଼ିଆରେ ଟାଇପ କିପରି କରିବେ

Typing Tool testing ସମ୍ପାଦନା

Transliteration ସମ୍ପାଦନା

Cant type odia text in Firefox ସମ୍ପାଦନା

Sir, There are some bugs, so that it is not working in firefox...ଓଡ଼ିଶା୧ talk

Firefox in which version?Jayantanth ୧୮:୨୯, ୪ ମାର୍ଚ ୨୦୧୧ (UTC)
in v4.0b12ଓଡ଼ିଶା୧ talk ୧୮:୩୯, ୪ ମାର୍ଚ ୨୦୧୧ (UTC)
first this is beta version. What do you mean by " not working in firefox" . Please explain , do you got two option above search bar? or not? And what OS you are using?Jayantanth ୧୮:୫୩, ୪ ମାର୍ଚ ୨୦୧୧ (UTC)

That might be cache problem. Srikanth, kindly clear cache and recheck. --Shijualex ୧୯:୧୭, ୪ ମାର୍ଚ ୨୦୧୧ (UTC)

@Odisha1, I have checked it, I am shortly adding the key map so that you can type easily, for your username you have to type o+D+i+SA 1. --ସୁଭ ପା/Subhashish Panigrahi ୦୬:୪୨, ୫ ମାର୍ଚ ୨୦୧୧ (UTC)

There was a problem in WikiEd, so that i cant write in odia... ଓଦିଶ1 talk ୦୭:୦୪, ୫ ମାର୍ଚ ୨୦୧୧ (UTC)

unable to type ୟା ସମ୍ପାଦନା

Here unable to type ୟା(this is typed in windows7) . It becomes ୟ୍ଆ : Kishore ୟ। -> y+backspace+ Z, it's bug actually, will report to Junaid...but you can use Inscript --Ansumang ୧୯:୨୯, ୫ ମାର୍ଚ ୨୦୧୧ (UTC)

This is fixed. --Shijualex (ମୋ କଥା) ୧୫:୩୫, ୯ ମାର୍ଚ ୨୦୧୧ (UTC)

InSCript ସମ୍ପାଦନା

ଫୋନେଟିକ ଲେଖନୀ ସମ୍ପାଦନା

ଫୋନେଟିକ ଲେଖନୀ କିବୋର୍ଡ lay out ଭୁଲ ଅଛି । ତା ତଳେ ଦିଆଯାଇଥିବା ଉଦାହରଣ ଅନୁସାରେ କଲେ ଠିକ ହେବ --Subas Chandra Rout (ମୋ ଆଲୋଚନା) ୧୭:୨୪, ୨୯ ସେପ୍ଟେମ୍ବର ୨୦୧୩ (UTC)

ତଳେ ଦିଆଯାଇଥିବା ନୂଆ ଫୋନେଟିକ ଲେଖନୀ ଚିତ୍ରରେ ତଥାପି ଭୂଲ ରହିଛି ।
 

H ଓ L ରେ ଓଲଟି ଯାଇଛି । h ପ୍ରେସ କଲେ ହ ହେବ, H ପ୍ରେସ କଲେ ଃ ହେବ, l ପ୍ରେସ କଲେ ଲ ହେବ ଓ L ପ୍ରେସ କଲେ ଳ ହେବ । ଏହା ଠିକ ଓଲଟା ହୋଇଛି । ଏହାକୁ ଅବିଳମ୍ଵେ ବଦଳା ଯାଉ, କାରଣ ଶିଖେଇବା ସମୟରେ ଭୂଲ ତଥ୍ୟ ଦେବା ଉଚିତ ନୁହେଁ । --Subas Chandra Rout (ମୋ ଆଲୋଚନା) ୧୪:୨୯, ୨୭ ଜୁନ ୨୦୧୪ (UTC)

ଏଇଟି ଦେଖାଇଥିବାରୁ ଅନେକ ଧନ୍ୟବାଦ ସାର । ଠିକ କରିଦେଲି । ଆଉ କିଛି ଭୁଲ ଥିଲେ ଜଣାଇବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୬:୦୯, ୨୭ ଜୁନ ୨୦୧୪ (UTC)
ସୁଭାସିସ ବାବୁ, ପ୍ରଧାନ ପୃସ୍ଠାରେ ଥିବା କି ବୋର୍ଡ ଚିତ୍ର ଉପରେ କ୍ଲିକ କଲେ ଯେଉଁ ଲେଖନୀ ଚିତ୍ର ଆସେ, ସେଥିରେ ସମାନ ଭୂଲ ରହିଛି । କିଛିବି ଠିକ ହୋଇ ନାହିଁ । --Subas Chandra Rout (ମୋ ଆଲୋଚନା) ୧୪:୧୨, ୨ ଜୁଲାଇ ୨୦୧୪ (UTC)
ସାର, ଏଇ ପୃଷ୍ଠାଟି କଥା କହୁଛନ୍ତି କି? ଆପଣଙ୍କ ବ୍ରାଉଜରରେ ବେଳେ ବେଳେ ପୁରୁଣା ଛବିଟି ଦେଖାଏ । Firefoxରେ Ctrl+R କରିଦିଅନ୍ତୁ । ମୁଁ ଭୁଲଟିକୁ ସୁଧାରି ଦେଇଛି । ଏବେ ଠିକରେ ଆସିବା କଥା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୦୯, ୨ ଜୁଲାଇ ୨୦୧୪ (UTC)
Return to "ଓଡ଼ିଆରେ ଟାଇପ କିପରି କରିବେ" page.