ସର୍ବାଧିକ ସମୟ ଶାସନ କରିଥିବା ଭାରତୀୟ ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା


ଏହି ତାଲିକାଟି ଭାରତର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା ସୂଚାଉଛି ଯେଉଁମାନେ ସର୍ବାଧିକ ସମୟ ଏକାସାଙ୍ଗରେ ଲାଗି ଲାଗି କିମ୍ବା ଛାଡ଼ିକରି ଗୋଟିଏ ରାଜ୍ୟରେ ଶାସନ କରିଛନ୍ତି ।

# ମୁଖ୍ୟମନ୍ତ୍ରୀ ରାଜ୍ୟ ପର୍ଯ୍ୟାୟ(ଗୁଡ଼ିକ) କାର୍ଯ୍ୟକାଳ ଅବଧି
ପୱନ କୁମାର ଚାମଲିଂଗ ସିକିମ ୧୨ ଡିସେମ୍ବର ୧୯୯୪ – ୨୭ ମଇ ୨୦୧୯ ୨୪ ବର୍ଷ, ୧୬୬ ଦିନ
ନବୀନ ପଟ୍ଟନାୟକ ଓଡ଼ିଶା ୫ ମାର୍ଚ୍ଚ ୨୦୦୦ – ବର୍ତ୍ତମାନ ୨୩ ବର୍ଷ, ୧୩୯ ଦିନ
ଜ୍ୟୋତି ବସୁ ପଶ୍ଚିମ ବଙ୍ଗ ୨୧ ଜୁନ ୧୯୭୭ – ୬ ନଭେମ୍ବର ୨୦୦୦ ୨୩ ବର୍ଷ, ୧୩୮ ଦିନ
ଜିଓଙ୍ଗ ଆପାଙ୍ଗ ଅରୁଣାଚଳ ପ୍ରଦେଶ 18 ଜାନୁଆରୀ 1980 – 19 ଜାନୁଆରୀ 1999

4 ଅଗଷ୍ଟ 2003 – 9 ଅପ୍ରେଲ 2007

22 ବର୍ଷ, 8 months, 5ଦିନ
ଲାଲ ଥନହାୱଲା ମିଜୋରାମ 5 ମଇ 1984 – 20 ଅଗଷ୍ଟ 1986

24 ଜାନୁଆରୀ 1989 – 3 ଡିସେମ୍ବର 1998

11 ଡିସେମ୍ବର 2008 – 15 ଡିସେମ୍ବର 2018

21 ବର୍ଷ, 38 ଦିନ
ବୀରଭଦ୍ର ସିଂହ ହିମାଚଳ ପ୍ରଦେଶ 8 ଅପ୍ରେଲ 1983 – 8 ମାର୍ଚ୍ଚ 1985

8 ମାର୍ଚ୍ଚ 1985 – 5 ମାର୍ଚ୍ଚ 1990

3 ଡିସେମ୍ବର 1993 – 23 ମାର୍ଚ୍ଚ 1998

6 ମାର୍ଚ୍ଚ 2003 – 30 ଡିସେମ୍ବର 2007

25 ଡିସେମ୍ବର 2012 – 27 ଡିସେମ୍ବର 2017

21 ବର୍ଷ
7 ମାଣିକ ସରକାର ତ୍ରିପୁରା 11 ମାର୍ଚ୍ଚ 1998 – 9 ମାର୍ଚ୍ଚ 2018 19 ବର୍ଷ, 363 ଦିନ
8 ଏମ୍. କରୁଣାନିଧି ତାମିଲନାଡୁ 10 ଫେବୃଆରୀ 1969 – 4 ଜାନୁଆରୀ 1971

15 ମାର୍ଚ୍ଚ 1971 – 31 ଜାନୁଆରୀ 1976

27 ଜାନୁଆରୀ 1989 – 30 ଜାନୁଆରୀ 1991

13 ମଇ 1996 – 13 ମଇ 2001

13 ମଇ 2006 – 15 ମଇ 2011

18 ବର୍ଷ, 293 ଦିନ
9 ୟଶୱନ୍ତ ସିଂହ ପରମାର ହିମାଚଳ ପ୍ରଦେଶ 8 ମାର୍ଚ୍ଚ 1952 – 31 ଅକ୍ଟୋବର 1956

1 ଜୁଲାଇ 1963 – 28 ଜାନୁଆରୀ 1977

18 ବର୍ଷ, 30 ଦିନ
10 ପରକାଶ ସିଂ ବାଦଲ ପଞ୍ଜାବ, ଭାରତ 27 ମାର୍ଚ୍ଚ 1970 – 14 ଜୁନ 1971

20 ଜୁନ 1977 – 17 ଫେବୃଆରୀ 1980

12 ଫେବୃଆରୀ 1997 – 26 ଫେବୃଆରୀ 2002

1 ମାର୍ଚ୍ଚ 2007 – 11 ମାର୍ଚ୍ଚ 2017

17 ବର୍ଷ, 261 ଦିନ
11 ମୋହନ ଲାଲ ସୁଖାଦିଆ ରାଜସ୍ଥାନ 13 ନଭେମ୍ବର 1954 – 13 ମାର୍ଚ୍ଚ 1967

26 ଅପ୍ରେଲ 1967 – 9 ଜୁଲାଇ 1971

17 ବର୍ଷ, 175 ଦିନ
12 ପ୍ରତାପସିଂହ ରାଣେ ଗୋଆ 16 ଜାନୁଆରୀ 1980 – 27 ମାର୍ଚ୍ଚ 1990

16 ଡିସେମ୍ବର 1994 – 29 ଜୁଲାଇ 1998

2 ଫେବୃଆରୀ 2005 – 4 ମାର୍ଚ୍ଚ 2005

7 ଜୁନ 2005 – 8 ଜୁନ 2007

15 ବର୍ଷ, 250 ଦିନ
13 ଏସ. ସି. ଜମିର ନାଗାଲାଣ୍ଡ 18 ଅପ୍ରେଲ 1980 – 5 ଜୁନ 1980

18 ନଭେମ୍ବର 1982 – 28 ନଭେମ୍ବର 1986

25 ଜାନୁଆରୀ 1989 – 10 ମଇ 1990

22 ଫେବୃଆରୀ 1993 – 6 ମାର୍ଚ୍ଚ 2003

15 ବର୍ଷ, 200 ଦିନ
14 ଶୀଲା ଦୀକ୍ଷିତ ଦିଲ୍ଲୀ 3 ଡିସେମ୍ବର 1998 – 28 ଡିସେମ୍ବର 2013 15 ବର୍ଷ, 25 ଦିନ
15 ଓକ୍ରାମ ଇବୋବି ସିଂହ ମଣିପୁର 7 ମାର୍ଚ୍ଚ 2002 – 15 ମାର୍ଚ୍ଚ 2017 15 ବର୍ଷ, 8 ଦିନ
16 ତରୁଣ ଗୋଗୋଇ ଆସାମ 17 ମଇ 2001 – 24 ମଇ 2016 15 ବର୍ଷ, 7 ଦିନ
17 ରମଣ ସିଂହ ଛତିଶଗଡ଼ 7 ଡିସେମ୍ବର 2003 – 11 ଡିସେମ୍ବର 2018 15 ବର୍ଷ, 4 ଦିନ
18 ଶ୍ରୀକୃଷ୍ଣ ସିହ୍ନା ବିହାର 2 ଅପ୍ରେଲ 1946 – 31 ଜାନୁଆରୀ 1961 14 ବର୍ଷ, 310 ଦିନ
19 ବିଧାନ ଚନ୍ଦ୍ର ରାୟ ପଶ୍ଚିମ ବଙ୍ଗ 23 ଜାନୁଆରୀ 1948 – 1 ଜୁଲାଇ 1962 14 ବର୍ଷ, 158 ଦିନ
20 ଜୟଲଳିତା ତାମିଲନାଡୁ 24 ଜୁନ 1991 – 12 ମଇ 1996

14 ମଇ 2001 – 21 ସେପ୍ଟେମ୍ବର 2001

2 ମାର୍ଚ୍ଚ 2002 – 12 ମଇ 2006

16 ମଇ 2011 – 27 ସେପ୍ଟେମ୍ବର 2014

23 ମଇ 2015 – 5 ଡିସେମ୍ବର 2016

14 ବର୍ଷ, 126 ଦିନ
21 ଏନ ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ର ପ୍ରଦେଶ 1 ସେପ୍ଟେମ୍ବର 1995 – 13 ମଇ 2004

8 ଜୁନ 2014 – 23 ମଇ 2019

13 ବର୍ଷ, 234 ଦିନ
22 ଶିବରାଜ ସିଂହ ଚୌହାନ ମଧ୍ୟ ପ୍ରଦେଶ 29 ନଭେମ୍ବର 2005 – 16 ଡିସେମ୍ବର 2018 13 ବର୍ଷ, 17 ଦିନ
23 ବିମଲ ପ୍ରସାଦ ଚଳିହା ଆସାମ 28 ଡିସେମ୍ବର 1957 - 6 ନଭେମ୍ବର 1970 12 ବର୍ଷ, 313 ଦିନ
24 ନରେନ୍ଦ୍ର ମୋଦୀ ଗୁଜରାଟ 7 ଅକ୍ଟୋବର 2001 – 22 ମଇ 2014 12 ବର୍ଷ, 227 ଦିନ
25 ନୀତିଶ କୁମାର ବିହାର 3 ମାର୍ଚ୍ଚ 2000 – 10 ମାର୍ଚ୍ଚ 2000

24 ନଭେମ୍ବର 2005 – 19 ମଇ 2014

24 ନଭେମ୍ବର 2005 – 19 ମଇ 2014

22 ଫେବୃଆରୀ 2015 – present

12 ବର୍ଷ, 32 ଦିନ

ଆହୁରି ଦେଖନ୍ତୁ ସମ୍ପାଦନା