ସରଗ ପୁରରୁ ଆସିଚି ପ୍ରିୟା

୨୦୨୩ ଓଡ଼ିଆ କଥାଚିତ୍ର

ସରଗ ପୁରରୁ ଆସିଚି ପ୍ରିୟା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବିର ଦାସ ।[୧] ପ୍ରତୀକ୍ ସିଲ୍ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ସରଗ ପୁରରୁ ଆସିଚି ପ୍ରିୟା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକକବିର ଦାସ
କାହାଣୀପ୍ରତୀକ ସିଲ୍
କଳାକାରନିଲାକ୍ଷୀ ପାତ୍ର
ଅଭିଜିତ ଦାସ
ସୁମନ ମହାରଣା
ସଙ୍ଗୀତବୈଦନାଥ ଦାଶ
ମୁକ୍ତିଲାଭ ତାରିଖ
୨୬ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ନିଲାକ୍ଷୀ ପାତ୍ର, ଅଭିଜିତ ଦାସ, ସୁମନ ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୩ ମସିହାର ମାର୍ଚ୍ଚ ୨୬ ତାରିଖରେ ଜୀ-ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ ଓ ନିହାର ପ୍ରିୟାସିଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନେହା ନିହାରକା କର, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୁଭାଶିଷ ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ସରଗପୁରରୁ ଆସିଛି ପ୍ରିୟା"ନିର୍ମଳ ନାୟକହ୍ୟୁମାନ ସାଗର, ନେହା ନିହାରିକା କର 
2."ହାର୍ଟ ତଳେ ହଜାରେ ପାଲା"ନିହାର ପ୍ରିୟାସିଶଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତ ପ୍ରଧାନ 

ଆଧାର ସମ୍ପାଦନା

  1. "ସରଗପୁରରୁ ଆସିଚି ପ୍ରିୟା". ସମ୍ବାଦ (ରବିବାର). 26 March 2023. p. 8. Archived from the original on 2 April 2023. Retrieved 2 April 2023.
  2. "ସରଗ ପୁରରୁ ଆସିଚି ପ୍ରିୟା". ଧରିତ୍ରୀ ଛୁଟିଦିନ. 26 March 2023. p. ୯. Archived from the original on 2 April 2023. Retrieved 2 April 2023.
  3. ୩.୦ ୩.୧ Routray, Rituparna (27 March 2023). "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ସରଗପୁରରୁ ଆସିଚି ପ୍ରିୟା'ର ଅଡିଓ ଲୋକାର୍ପିତ". Kanak News. Archived from the original on 2 April 2023. Retrieved 2 April 2023.

ବାହାର ଆଧାର ସମ୍ପାଦନା