ଶିଙ୍ଗଲ୍ସ ଟିକା

ଏହା ଟିକା ଯାହା ହର୍ପିସ୍ ଜୋସ୍ଟର ଏବଂ ପୋଷ୍ଟରପେଟିକ୍ ନ୍ୟୁରାଲଜିଆର ବିପଦକୁ ହ୍ରାସ କରିଥାଏ, ଯାହା ଭାରିସେଲା ଜ

ଶିଙ୍ଗଲ୍ସ ଟିକା, ଅନ୍ୟ ନାମ ଜୋଷ୍ଟର ଟିକା , ଏହି ଟିକା ଦୁଇ ପ୍ରକାର ଅଛି, ସିଙ୍ଗ୍ରିକ୍ସ ଏବଂ ଜୋଷ୍ଟାଭାକ୍ସ ଟିକା ଯାହା ହର୍ପିସ୍ ଜୋସ୍ଟର ଏବଂ ପୋଷ୍ଟରପେଟିକ୍ ନ୍ୟୁରାଲଜିଆର ବିପଦକୁ ହ୍ରାସ କରିଥାଏ, ଯାହା ଭାରିସେଲା ଜୋଷ୍ଟର ଭୂତାଣୁର (VZV) ପୁନଃ ସକ୍ରିୟ ସମ୍ଭାବନା ସୃଷ୍ଟି ହୋଇଥାଏ ଯାହା ହାଡ଼ଫୁଟି ରୋଗ ସୃଷ୍ଟି କରେ ।[] ଜୋଷ୍ଟାଭ୍ୟାକ୍ସ ଅପେକ୍ଷା ସିଙ୍ଗ୍ରିକ୍ସ ଅଧିକ ହର୍ପିସ ଜୋସ୍ଟର ରୋଗକୁ ରୋକିବା ଦେଖାଯାଏ, ଯଦିଓ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ହୁଏ ଏବଂ ଏହା ଦୁଇଟି ମାତ୍ରା ଆବଶ୍ୟକ କରେ । [] [] ପୂର୍ବତନ ହାଡ଼ଫୁଟି, ହର୍ପିସ ଜୋଷ୍ଟର ଓ ହର୍ପିସ ଜୋଷ୍ଟର ଟିକା ନେଇଥିଲେ ମଧ୍ୟ ୫୦ ବର୍ଷରୁ ଅଧିକ ବୟସରେ ସିଙ୍ଗ୍ରିକ୍ସ ଦେବା ଅନୁମୋଦିତ ଅଟେ ।[] ବ୍ରିଟେନରେ ୭୦ରୁ ଅଧିକ ଲୋକଙ୍କୁ ଜୋଷ୍ଟାଭ୍ୟାକ୍ସ ଦିଆଯାଉଛି, ଯାହାଦ୍ୱାରା ହର୍ପିସ ୯୦% ଏବଂ ହେର୍ପେଟିକ୍ ନ୍ୟୁରାଲଜିଆକୁ ୯୮% ହ୍ରାସ କରାଯାଇ ପାରୁଛି ।[] ଦୁର୍ବଳ ପ୍ରତିରକ୍ଷା ଥିବା ଲୋକଙ୍କ ପାଇଁ, ସିଙ୍ଗ୍ରିକ୍ସ ଅଧିକ ପସନ୍ଦଯୋଗ୍ୟ ।[] ସେମାନଙ୍କୁ ଇଞ୍ଜେକ୍ସନ୍ ସାହାଯ୍ୟରେ ଟିକା ଦିଆଯାଏ ।[]

ଶିଙ୍ଗଲ୍ସ ଟିକା
Shingles vaccines (Shingrix and Zostavax)
Vaccine description
Target diseaseHerpes zoster, postherpetic neuralgia[]
Type?
Clinical data
Trade namesShingrix, Zostavax
SynonymsZoster vaccine recombinant (RZV)
Zoster vaccine live (ZVL)
AHFS/Drugs.comShingrix monograph
Zostavax monograph
data
Pregnancy
category
Routes of
administration
Shingrix (intramuscular)
Zostavax (subcutaneous)
Legal status
Legal status
  • AU: S4 (Prescription only)
  • UK: POM (Prescription only) []
  • US: ℞-only
  • EU: Rx-only
  • ℞ (Prescription only)
  (verify)

ସିଙ୍ଗ୍ରିକ୍ସ ହେଉଛି ଏକ ରିକମ୍ବିନାଣ୍ଟ ସବୟୁନିଟ୍ ଟିକା | [] ଜୋଷ୍ଟାଭ୍ୟାକ୍ସ ହେଉଛି ଏକ ଜୀବନ୍ତ ଆଟେନୁଏଟେଡ୍ ଟିକା ଯାହା ମୂଳତ ହାଡ଼ଫୁଟି ଟିକାର ଏକ ସାଧାରଣ‌ଠାରୁ ଅଧିକ ମାତ୍ରାକୁ ନେଇ ଗଠିତ ।[] [୧୦] ସିଙ୍ଗ୍ରିକ୍ସ ପରି କମ ଇମ୍ୟୁନିଟି ଥିଲେ କିମ୍ବା ଗର୍ଭବତୀ ଥିବା ଲୋକଙ୍କ ପାଇଁ ଜୋଷ୍ଟାଭ୍ୟାକ୍ସ ଉପଯୁକ୍ତ ନୁହେଁ ।[] [୧୧] ଉଭୟ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟରୁ ମଧ୍ୟମ ଅଟେ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା, ଥକାପଣ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] [୧୨]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସିଙ୍ଗ୍ରିକ୍ସ ଅନୁମୋଦିତ ହୋଇଥିବାବେଳେ ଜୋସ୍ତାଭାକ୍ସ ୨୦୦୬ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୧୩] ଯୁକ୍ତରାଷ୍ଟ୍ରରେ ୨୦୧୦ ସୁଦ୍ଧା ଦୁଇଟି ମାତ୍ରା ପାଇଁ ସିଙ୍ଗ୍ରିକ୍ସର ମୂଲ୍ୟ ୩୧୦ ଡଲାର ଅଟେ।[୧୪] ଯୁକ୍ତରାଜ୍ୟରେ ଜୋଷ୍ଟାଭ୍ୟାକ୍ସର ଏକ ମାତ୍ରା ମୂଲ୍ୟ £୧୦୦ ଅଟେ ।[୧୫] ୨୦୨୦ ମସିହାଠାରୁ ଜୋଷ୍ଟାଭ୍ୟାକ୍ସ ଯୁକ୍ତରାଷ୍ଟ୍ରରେ ଆଉ ଉପଲବ୍ଧ ହେଉ ନାହିଁ ।[]

  1. ୧.୦ ୧.୧ ୧.୨ ୧.୩ Bonville, Cynthia; Domachowske, Joseph (2021). "33. Varicella and Shingles". In Domachowske, Joseph; Suryadevara, Manika (eds.). Vaccines: A Clinical Overview and Practical Guide (in ଇଂରାଜୀ). Switzerland: Springer. pp. 392–395. ISBN 978-3-030-58416-0. Archived from the original on 19 June 2022. Retrieved 17 June 2022.
  2. ୨.୦ ୨.୧ "Zoster vaccine live (Zostavax) Use During Pregnancy". Drugs.com. 3 January 2020. Archived from the original on 16 May 2021. Retrieved 23 January 2020.
  3. "Zoster vaccine, inactivated (Shingrix) Use During Pregnancy". Drugs.com. 12 March 2018. Archived from the original on 16 May 2021. Retrieved 23 January 2020.
  4. "Zostavax vaccine - Summary of Product Characteristics (SmPC)". (emc). 28 January 2019. Archived from the original on 16 May 2021. Retrieved 6 September 2020.
  5. Tricco AC, Zarin W, Cardoso R, Veroniki AA, Khan PA, Nincic V, Ghassemi M, Warren R, Sharpe JP, Page AV, Straus SE (October 2018). "Efficacy, effectiveness, and safety of herpes zoster vaccines in adults aged 50 and older: systematic review and network meta-analysis". BMJ. 363: k4029. doi:10.1136/bmj.k4029. PMC 6201212. PMID 30361202. {{cite journal}}: Unknown parameter |displayauthors= ignored (|display-authors= suggested) (help)
  6. ୬.୦ ୬.୧ ୬.୨ Gagliardi AM, Andriolo BN, Torloni MR, et al. (November 2019). "Vaccines for preventing herpes zoster in older adults". The Cochrane Database of Systematic Reviews. 2019 (11). doi:10.1002/14651858.CD008858.pub4. PMC 6836378. PMID 31696946.
  7. ୭.୦ ୭.୧ Morris-Jones, Rachael (2019). "14. Viral infections". In Morris-Jones, Rachael (ed.). ABC of Dermatology (in ଇଂରାଜୀ) (7th ed.). Hoboken: Wiley Blackwell. pp. 115–116. ISBN 978-1-119-48899-6. Archived from the original on 16 May 2022. Retrieved 9 June 2022.
  8. "Zoster Vaccine Recombinant Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 5 August 2021.
  9. ୯.୦ ୯.୧ Saguil A, Kane S, Mercado M, Lauters R (November 2017). "Herpes zoster and postherpetic neuralgia: prevention and management". American Family Physician. 96 (10): 656–663. PMID 29431387. Archived from the original on 25 April 2021. Retrieved 21 July 2021.
  10. Gershon AA, Breuer J, Cohen JI, Cohrs RJ, Gershon MD, Gilden D, Grose C, Hambleton S, Kennedy PG, Oxman MN, Seward JF, Yamanishi K (July 2015). "Varicella zoster virus infection". Nature Reviews. Disease Primers. 1: 15016. doi:10.1038/nrdp.2015.16. PMC 5381807. PMID 27188665. {{cite journal}}: Unknown parameter |displayauthors= ignored (|display-authors= suggested) (help)
  11. "Shingles Zostavax Vaccination | What You Should Know | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 February 2021. Archived from the original on 17 November 2018. Retrieved 5 August 2021.
  12. "Zoster Vaccine Live Monograph for Professionals". Drugs.com (in ଇଂରାଜୀ). Archived from the original on 7 September 2015. Retrieved 5 August 2021.
  13. "Varicella and herpes zoster vaccines: WHO position paper, June 2014" (PDF). Releve epidemiologique hebdomadaire. 89 (25): 265–87. 20 June 2014. PMID 24983077. Archived from the original (PDF) on 20 September 2018. Retrieved 5 August 2021.
  14. "Shingrix Prices, Coupons & Savings Tips - GoodRx". GoodRx. Archived from the original on 24 June 2021. Retrieved 5 August 2021.
  15. "14. Vaccines". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. pp. 1393–1394. ISBN 978-0-85711-413-6.{{cite book}}: CS1 maint: date format (link)