ଜଗନ୍ନାଥ ମନ୍ଦିର, କୋରାପୁଟ
(ଶାବର ଶ୍ରୀକ୍ଷେତ୍ରରୁ ଲେଉଟି ଆସିଛି)
ଜଗନ୍ନାଥ ମନ୍ଦିର (ଶାବର ଶ୍ରୀକ୍ଷେତ୍ର) ଓଡ଼ିଶାର କୋରାପୁଟଠାରେ ଅବସ୍ଥିତ ଏକ ଜଗନ୍ନାଥ ମନ୍ଦିର । ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଜଗନ୍ନାଥ ମନ୍ଦିର, କୋରାପୁଟ | ||||||
---|---|---|---|---|---|---|
| ||||||
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist. | ||||||
ନାମ | ||||||
ଅନ୍ୟ ନାମ | ଶାବର ଶ୍ରୀକ୍ଷେତ୍ର | |||||
ଭୌଗୋଳିକ ଅବସ୍ଥିତି | ||||||
ଦିଗବାରେଣି | 18°48′38.18″N 82°42′33.11″E / 18.8106056°N 82.7091972°ECoordinates: 18°48′38.18″N 82°42′33.11″E / 18.8106056°N 82.7091972°E | |||||
ଦେଶ | ଭାରତ | |||||
ରାଜ୍ୟ | ଓଡ଼ିଶା | |||||
ଜିଲ୍ଲା | କୋରାପୁଟ | |||||
ଅବସ୍ଥିତି | କୋରାପୁଟ | |||||
ପରମ୍ପରା | ||||||
ମୁଖ୍ୟ ଆରାଧ୍ୟ | ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ | |||||
Architecture | ||||||
ତିଆରି ଶୈଳୀ | କଳିଙ୍ଗ ସ୍ଥାପତ୍ୟକଳା | |||||
ମନ୍ଦିର ସଂଖ୍ୟା | ୧ |
ଅବସ୍ଥାନସମ୍ପାଦନ କରନ୍ତୁ
ପ୍ରମୁଖ ଦେବତାସମ୍ପାଦନ କରନ୍ତୁ
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣସମ୍ପାଦନ କରନ୍ତୁ
ଏଠାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
- ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
- ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୪୦୦ ମସିହା ଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।