ଶରତ ଚନ୍ଦ୍ର ସିଂହ ଦେଓ

ଓଡ଼ିଆ ରାଜନୀତିଜ୍ଞ

ଶରତ ଚନ୍ଦ୍ର ସିଂହ ଦେଓ (୪ ଅକ୍ଟୋବର ୧୯୩୨ - ୫ ଡିସେମ୍ବର ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଶରତ ଚନ୍ଦ୍ର ସିଂହ ଦେଓ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୫ ଡିସେମ୍ବର ୧୯୭୫
ପୂର୍ବ ଅଧିକାରୀଭଗବାନ ଭୋଇ
ପର ଅଧିକାରୀନଗେନ୍ଦ୍ରନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀକେସିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-10-04)୪ ଅକ୍ଟୋବର ୧୯୩୨
ମୃତ୍ୟୁ୫ ଡିସେମ୍ବର ୧୯୭୫(1975-12-05) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଗୋଲକମଣି ଚୌଧୁରୀ
ବାପା/ବୋଉଦୁର୍ଗାମାଧବ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଶରତ ଚନ୍ଦ୍ର ସିଂହ ଦେଓ ୧୯୩୨ ମସିହାର ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁର୍ଗାମାଧବ ସିଂହ ଦେଓ ଓ ପତ୍ନୀଙ୍କ ନାମ ଗୋଲକମଣି ଚୌଧୁରୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଶରତ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଶରତ ଚନ୍ଦ୍ର ସିଂହ ଦେଓ ୧୯୭୫ ମସିହାର ଡିସେମ୍ବର ୫ ତାରିଖରେ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sarat Chandra Singh Deo". odishaassembly.nic.in. Odisha Assembly. Retrieved 4 June 2021.