ଲୋକନାଥ ମିଶ୍ର (ରାଜନେତା, ୧୯୦୯ ଜନ୍ମ)
ଓଡ଼ିଆ ରାଜନୀତିଜ୍ଞ (୧୯୦୯ ଜନ୍ମ)
ଲୋକନାଥ ମିଶ୍ର (୪ ଅପ୍ରେଲ ୧୯୦୯ - ୧୦ ଜାନୁଆରୀ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୋକନାଥ ମିଶ୍ର | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଆସିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଅପ୍ରେଲ ୧୯୦୯ |
ମୃତ୍ୟୁ | ୧୦ ଜାନୁଆରୀ ୧୯୯୮ | (ବୟସ ୮୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନେତମଣି ମିଶ୍ର |
ବାପା/ବୋଉ | କୃଷ୍ଣ ଚନ୍ଦ୍ର ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଲୋକନାଥ ମିଶ୍ର ୧୯୦୯ ମସିହାର ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣ ଚନ୍ଦ୍ର ମିଶ୍ର ଓ ପତ୍ନୀଙ୍କ ନାମ ନେତମଣି ମିଶ୍ର ।[୧]
ରାଜନୈତିକ ଜୀବନ
ସମ୍ପାଦନାଲୋକନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଲୋକନାଥ ମିଶ୍ର ୧୯୯୮ ମସିହାର ଜାନୁଆରୀ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Lokanath Mishra". odishaassembly.nic.in. Odisha Assembly. Retrieved 30 October 2022.