ଲୋକନାଥ ମିଶ୍ର (ରାଜନେତା, ୧୯୦୯ ଜନ୍ମ)

ଓଡ଼ିଆ ରାଜନୀତିଜ୍ଞ (୧୯୦୯ ଜନ୍ମ)

ଲୋକନାଥ ମିଶ୍ର (୪ ଅପ୍ରେଲ ୧୯୦୯ - ୧୦ ଜାନୁଆରୀ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲୋକନାଥ ମିଶ୍ର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-04-04)୪ ଅପ୍ରେଲ ୧୯୦୯
ମୃତ୍ୟୁ୧୦ ଜାନୁଆରୀ ୧୯୯୮(1998-01-10) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନେତମଣି ମିଶ୍ର
ବାପା/ବୋଉକୃଷ୍ଣ ଚନ୍ଦ୍ର ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲୋକନାଥ ମିଶ୍ର ୧୯୦୯ ମସିହାର ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣ ଚନ୍ଦ୍ର ମିଶ୍ର ଓ ପତ୍ନୀଙ୍କ ନାମ ନେତମଣି ମିଶ୍ର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଲୋକନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଲୋକନାଥ ମିଶ୍ର ୧୯୯୮ ମସିହାର ଜାନୁଆରୀ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Lokanath Mishra". odishaassembly.nic.in. Odisha Assembly. Retrieved 30 October 2022.