[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Lesliganj
लेसलीगंज
Block
Nickname: 
लेसलीगंज
Country India
StateJharkhand
DistrictPalamu
BlockLesliganj
Government
 • MLABidesh Singh
Indian National Congress
Area
 • ସମୁଦାୟ18,523.01 ha (45771.35 acres)
Population
 (2001)
 • Total୭୯,୩୪୫
 • Density430/km2 (1,100/sq mi)
 • Households
୧୪,୫୦୨
Languages
Population (census 2001)
 • Male40370
Time zoneUTC+5:30 (IST)
PIN
822118
ଯାନବାହାନ ପଞ୍ଚୀକରଣJH
Websitepalamu.nic.in/Lesliganj.html

ଲେସଲିଗଞ୍ଜ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ ଅଞ୍ଚଳ । 

ଇତିହାସ  ସମ୍ପାଦନା

ଏହା ଏକ ଏଇତିହାସିକ ସ୍ଥାନ । ବ୍ରିଟିଶ ଶାସନ ସମୟରେ ଏହା ଏକ ସୈନ୍ୟ ଆବାସ ଥିଲା । ସେଥିପାଇଁ ଏହାକୁ ଛାଉଣି କୁହାଯାଇଥାଏ । ଏଠାରେ ସ୍ୱାଧୀନତା ସଂଗ୍ରାମର ସହିଦ ନୀଳାମ୍ବର ଓ ପୀତାମ୍ବରଙ୍କୁ ଫାଶୀ ଦିଆଯାଇଥିଲା । ଏହାକୁ ତାଙ୍କ ନାମ ଅନୁସାରେ ନୀଳାମ୍ବର-ପୀତାମ୍ବର ନଗର କରିବାକୁ ଦାବି ଜଣେଇଛନ୍ତି । 

ଅବସ୍ଥିତି  ସମ୍ପାଦନା

 ଏହାର ଭୌଗୋଳିକ ଅବସ୍ଥିତି 24.03°N 84.20°Eଠାରେ । ଜିଲ୍ଲାର ମୁଖ୍ୟ ଦପ୍ତର ଦାଲତଙଗଞ୍ଜଠାରୁ ଏହା 18 କିଲୋମିଟର ଦୁରବର୍ତୀ । ରାଜ୍ୟ ରାଜଧାନୀଠାରୁ ଏହାର ଦୂରତା 210 କିଲୋମିଟର । 

Attractions ସମ୍ପାଦନା

ଏଠାରୁ ନିକଟରେ ବେତଳା ଜାତୀୟ ପାର୍କ ରହିଛି । 

ନକ୍ସଲ ଉପଦ୍ରବ  ସମ୍ପାଦନା

ଏଠାରେ ନକ୍ସଲ ମାନଙ୍କ ଉପଦ୍ରବ ରହିଥାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Palamu Loksabha constituency
  • Jharkhand Legislative Assembly
  • Jharkhand
  • Palamu

ଆଧାର  ସମ୍ପାଦନା