ଲେସଲିଗଞ୍ଜ
ଲେସଲିଗଞ୍ଜ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ ଅଞ୍ଚଳ ।
Lesliganj
लेसलीगंज | |
---|---|
Block | |
Nickname: लेसलीगंज | |
Country | India |
State | Jharkhand |
District | Palamu |
Block | Lesliganj |
Government | |
• MLA | Bidesh Singh Indian National Congress |
Area | |
• ସମୁଦାୟ | 18,523.01 ha (45771.35 acres) |
Population (2001) | |
• Total | ୭୯,୩୪୫ |
• Density | 430/km2 (1,100/sq mi) |
• Households | ୧୪,୫୦୨ |
Languages | |
Population (census 2001) | |
• Male | 40370 |
Time zone | UTC+5:30 (IST) |
PIN | 822118 |
ଯାନବାହାନ ପଞ୍ଚୀକରଣ | JH |
Website | palamu |
ଇତିହାସ
ସମ୍ପାଦନାଏହା ଏକ ଏଇତିହାସିକ ସ୍ଥାନ । ବ୍ରିଟିଶ ଶାସନ ସମୟରେ ଏହା ଏକ ସୈନ୍ୟ ଆବାସ ଥିଲା । ସେଥିପାଇଁ ଏହାକୁ ଛାଉଣି କୁହାଯାଇଥାଏ । ଏଠାରେ ସ୍ୱାଧୀନତା ସଂଗ୍ରାମର ସହିଦ ନୀଳାମ୍ବର ଓ ପୀତାମ୍ବରଙ୍କୁ ଫାଶୀ ଦିଆଯାଇଥିଲା । ଏହାକୁ ତାଙ୍କ ନାମ ଅନୁସାରେ ନୀଳାମ୍ବର-ପୀତାମ୍ବର ନଗର କରିବାକୁ ଦାବି ଜଣେଇଛନ୍ତି ।
ଅବସ୍ଥିତି
ସମ୍ପାଦନାଏହାର ଭୌଗୋଳିକ ଅବସ୍ଥିତି 24.03°N 84.20°Eଠାରେ । ଜିଲ୍ଲାର ମୁଖ୍ୟ ଦପ୍ତର ଦାଲତଙଗଞ୍ଜଠାରୁ ଏହା 18 କିଲୋମିଟର ଦୁରବର୍ତୀ । ରାଜ୍ୟ ରାଜଧାନୀଠାରୁ ଏହାର ଦୂରତା 210 କିଲୋମିଟର ।
Attractions
ସମ୍ପାଦନାଏଠାରୁ ନିକଟରେ ବେତଳା ଜାତୀୟ ପାର୍କ ରହିଛି ।
ନକ୍ସଲ ଉପଦ୍ରବ
ସମ୍ପାଦନାଏଠାରେ ନକ୍ସଲ ମାନଙ୍କ ଉପଦ୍ରବ ରହିଥାଏ ।