ବନ୍ଧନ (୧୯୬୯ର ସିନେମା)
୧୯୬୯ର ଓଡ଼ିଆ କଥାଚିତ୍ର
ବନ୍ଧନ, ୧୯୬୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧]
ବନ୍ଧନ | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ (ନିତ୍ୟାନନ୍ଦ ପାଲିତ) |
କଳାକାର | ପ୍ରଶାନ୍ତ ନନ୍ଦ, ଗୀତାଞ୍ଜଳୀ, ଧୀର ବିଶ୍ୱାଳ, ଲୀଳା ଦୁଲାଳି |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ଦୀପକ ଦାସ |
ମୁକ୍ତିଲାଭ ତାରିଖ | ୩ ଅକ୍ଟୋବର ୧୯୬୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ବନ୍ଧନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
ସମ୍ପାଦନା- ↑ Palit, Ashok. "Nitai Palit, the first Odia film director". Orissa Diary. Retrieved 10 July 2015.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବନ୍ଧନ