ଲକ୍ଷ୍ମୀକାନ୍ତ ମଲ୍ଲିକ
ଓଡ଼ିଆ ରାଜନୀତିଜ୍ଞ
(ଲକ୍ଷ୍ମୀ କାନ୍ତ ମଲ୍ଲିକରୁ ଲେଉଟି ଆସିଛି)
ଲକ୍ଷ୍ମୀକାନ୍ତ ମଲ୍ଲିକ (ଜନ୍ମ: ୧ ଜୁଲାଇ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲକ୍ଷ୍ମୀକାନ୍ତ ମଲ୍ଲିକ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୨୦୦୪ | |
ପୂର୍ବ ଅଧିକାରୀ | ସହୁରା ମଲ୍ଲିକ |
ପର ଅଧିକାରୀ | ଭଗବାନ କହଁର |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୫୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରଶାନ୍ତି ମଲ୍ଲିକ |
ବାପା/ବୋଉ | ରାମ ଚନ୍ଦ୍ର ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଲକ୍ଷ୍ମୀକାନ୍ତ ମଲ୍ଲିକ ୧୯୫୫ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମ ଚନ୍ଦ୍ର ମଲ୍ଲିକ ଓ ପତ୍ନୀଙ୍କ ନାମ ପ୍ରଶାନ୍ତି ମଲ୍ଲିକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଲକ୍ଷ୍ମୀକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Laxmi Kanta Mallik". odishaassembly.nic.in. Odisha Assembly. Retrieved 8 April 2021.