ରୋମିଓ ରାଜା
ରୋମିଓ ରାଜା, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶାନ୍ତ ପଣ୍ଡା । ଜେମ୍ସ ଶୁକ୍ଳା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାକେଶ ସାମଲ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ରୋମିଓ ରାଜା | |
---|---|
ନିର୍ଦ୍ଦେଶକ | ରାକେଶ ସାମଲ |
ପ୍ରଯୋଜକ | ସୁଶାନ୍ତ ପଣ୍ଡା |
ସଂଳାପ | ଜେମ୍ସ ଶୁକ୍ଳା |
ଚିତ୍ରନାଟ୍ୟ | ରାକେଶ ସାମଲ |
କାହାଣୀ | ରାକେଶ ସାମଲ |
କଳାକାର | ଅମ୍ଳାନ ଦାସ ତମନ୍ନା ବ୍ୟାସ ହରିହର ମହାପାତ୍ର |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଇ. ପ୍ରସାଦ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୨ ଜାନୁଆରୀ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ତମନ୍ନା ବ୍ୟାସ ।[୧] ହରିହର ମହାପାତ୍ର, ଦୀପକ, ସରୋଜ କୁମାର, ସାରଥୀ ଦେବୀ, ଜ୍ଞାନ, ତପନ, ସିଲୁ, ବାବୁ ପ୍ରଧାନ ଆଦି କଳାକାରମାନେ ଏହିକଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୨୨ ତାରିଖରେ ବୃନ୍ଦାବନ ହଲ୍ରେ ମୁକ୍ତିଲାଭ କରିଥିଲା ।[୩][୪]
ଅଭିନୟ
ସମ୍ପାଦନା- ଅମ୍ଳାନ ଦାସ
- ତମନ୍ନା ବ୍ୟାସ
- ହରିହର ମହାପାତ୍ର
- ଦୀପକ
- ସରୋଜ କୁମାର
- ସାରଥୀ ଦେବୀ
- ଜ୍ଞାନ
- ତପନ
- ସିଲୁ
- ବାବୁ ପ୍ରଧାନ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ସୁବ୍ରତ ସ୍ୱାଇଁ ଓ ସୁବୋଧ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।ହ୍ୟୁମାନ ସାଗର, ଅସୀମା ପଣ୍ଡା, ଗୀତିଶ୍ରୀ ସରୋଜ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref name="romeo-raja">
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମୋ ଜୀବନର ପ୍ରତି ପୃଷ୍ଠାରେ" | |
2. | "ମାହିରେ ମାହି" | |
3. | "ଛାତିରେ ମୋ ଟାଙ୍ଗିଦେଲୁ" |
ଆଧାର
ସମ୍ପାଦନା- ↑ "Romio Raja Movie: Showtimes, Review, Trailer, Posters, News & Videos | eTimes". Times of India. 22 January 2021. Retrieved 29 December 2021.
- ↑ "ଆଜି ମୁକ୍ତିଲାଭ କରିବ 'ରୋମିଓ ରାଜା' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2021. Archived from the original on 29 December 2021. Retrieved 29 December 2021.
- ↑ Routray, Rituparna (22 January 2021). "ହଲକୁ ଆସିବ ଓଡ଼ିଆ ଫିଲ୍ମ | Kanak News". Kanak News. kanaknews.com. Archived from the original on 29 December 2021. Retrieved 29 December 2021.
- ↑ "କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ ମାସ ବ୍ୟବଧାନ ପରେ ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରୋମିଓ ରାଜା' | Sambad". ସମ୍ବାଦ. କଟକ: sambad.in. 22 January 2021. Archived from the original on 29 December 2021. Retrieved 29 December 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୋମିଓ ରାଜା