ରୋଟିଗୋଟିନ, ଅନ୍ୟମାନଙ୍କ ମଧ୍ୟରେ ନିଉପ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ (ପିଡି) ଏବଂ ଅସ୍ଥିର ଗୋଡ଼ ସିଣ୍ଡ୍ରୋମ (Restless legs syndrome/ ଆରଏଲଏସ୍)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଦୈନିକ ଥରେ ଚର୍ମ ଉପରେ ପ୍ୟାଚ ଆକାରରେ ଲଗେଇଦିଆଯାଏ ।[୧]

ରୋଟିଗୋଟିନ
Clinical data
Trade namesNeupro, Leganto
AHFS/Drugs.commonograph
MedlinePlusa607059
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Transdermal patch
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability37% (transdermal)
Protein binding92%
MetabolismLiver (CYP-mediated)
Elimination half-life5–7 hours
ExcretionUrine (71%), Fecal (23%)
Identifiers
  • (S)-6-[Propyl(2-thiophen-2-ylethyl)amino]-5,6,7,8- tetrahydronaphthalen-1-ol
ECHA InfoCard100.123.257 Edit this at Wikidata
Chemical and physical data
FormulaC19H25NOS
Molar mass୩୧୫.୪୮ g·mol−1
3D model (JSmol)
  • Oc1cccc3c1CCC(N(CCC)CCc2sccc2)C3
  • InChI=1S/C19H25NOS/c1-2-11-20(12-10-17-6-4-13-22-17)16-8-9-18-15(14-16)5-3-7-19(18)21/h3-7,13,16,21H,2,8-12,14H2,1H3 checkY
  • Key:KFQYTPMOWPVWEJ-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ନିଦ୍ରାଳୁ ଭାବ, ବର୍ଦ୍ଧିତ ଝାଳ, ଉଦ୍‌ବେଗ, ଏବଂ ଫୁଲା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ନିଦ୍ରାବେଶ, ସାଇକୋସିସ, ବାଧ୍ୟକାରୀ ଜୁଆ, ଏବଂ ଓଜନ ବୃଦ୍ଧି ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପତ୍ତା ଚିନ୍ତା ଜନ‌କ ଅଛି ।[୨] ଏହା ଅଣ-ଏର୍ଗୋଲିନ୍ ଶ୍ରେଣୀର ଏକ ଡୋପାମାଇନ୍ ଆଗୋନିଷ୍ଟ ।[୧]

୨୦୦୬ ମସିହାରେ ୟୁରୋପରେ ଏବଂ ୨୦୦୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋଟିଗୋଟିନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ବାବଦ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ [୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୩୦ ପାଉଣ୍ଡ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Rotigotine Monograph for Professionals". Drugs.com (in ଇଂରାଜୀ). Archived from the original on 2 May 2021. Retrieved 19 October 2021.
  2. "Rotigotine (Neupro) Use During Pregnancy". Drugs.com (in ଇଂରାଜୀ). Archived from the original on 27 October 2020. Retrieved 19 October 2021.
  3. "Neupro". Archived from the original on 2 March 2020. Retrieved 19 October 2021.
  4. "Neupro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 19 October 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 446. ISBN 978-0-85711-369-6.{{cite book}}: CS1 maint: date format (link)