ରୋଟିଗୋଟିନ
ରୋଟିଗୋଟିନ, ଅନ୍ୟମାନଙ୍କ ମଧ୍ୟରେ ନିଉପ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ (ପିଡି) ଏବଂ ଅସ୍ଥିର ଗୋଡ଼ ସିଣ୍ଡ୍ରୋମ (Restless legs syndrome/ ଆରଏଲଏସ୍)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଦୈନିକ ଥରେ ଚର୍ମ ଉପରେ ପ୍ୟାଚ ଆକାରରେ ଲଗେଇଦିଆଯାଏ ।[୧]
Clinical data | |
---|---|
Trade names | Neupro, Leganto |
AHFS/Drugs.com | monograph |
MedlinePlus | a607059 |
data |
|
Pregnancy category | |
Routes of administration | Transdermal patch |
Legal status | |
Legal status | |
Pharmacokinetic data | |
Bioavailability | 37% (transdermal) |
Protein binding | 92% |
Metabolism | Liver (CYP-mediated) |
Elimination half-life | 5–7 hours |
Excretion | Urine (71%), Fecal (23%) |
Identifiers | |
| |
ECHA InfoCard | 100.123.257 |
Chemical and physical data | |
Formula | C19H25NOS |
Molar mass | ୩୧୫.୪୮ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ନିଦ୍ରାଳୁ ଭାବ, ବର୍ଦ୍ଧିତ ଝାଳ, ଉଦ୍ବେଗ, ଏବଂ ଫୁଲା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ନିଦ୍ରାବେଶ, ସାଇକୋସିସ, ବାଧ୍ୟକାରୀ ଜୁଆ, ଏବଂ ଓଜନ ବୃଦ୍ଧି ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପତ୍ତା ଚିନ୍ତା ଜନକ ଅଛି ।[୨] ଏହା ଅଣ-ଏର୍ଗୋଲିନ୍ ଶ୍ରେଣୀର ଏକ ଡୋପାମାଇନ୍ ଆଗୋନିଷ୍ଟ ।[୧]
୨୦୦୬ ମସିହାରେ ୟୁରୋପରେ ଏବଂ ୨୦୦୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋଟିଗୋଟିନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ବାବଦ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ [୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୩୦ ପାଉଣ୍ଡ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Rotigotine Monograph for Professionals". Drugs.com (in ଇଂରାଜୀ). Archived from the original on 2 May 2021. Retrieved 19 October 2021.
- ↑ "Rotigotine (Neupro) Use During Pregnancy". Drugs.com (in ଇଂରାଜୀ). Archived from the original on 27 October 2020. Retrieved 19 October 2021.
- ↑ "Neupro". Archived from the original on 2 March 2020. Retrieved 19 October 2021.
- ↑ "Neupro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 19 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 446. ISBN 978-0-85711-369-6.
{{cite book}}
: CS1 maint: date format (link)