ରଓଶନ ଆରା
ବଙ୍ଗଳାଦେଶର ଅଭିନେତ୍ରୀ
ରଓଶନ ଆରା (୩ ଅଗଷ୍ଟ ୧୯୪୦ – ୨୪ ଜୁନ ୨୦୧୦), ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ । ଚଳଚ୍ଚିତ୍ରରେ ଯୋଗଦେବା ପୂର୍ବରୁ ସେ ବୃତ୍ତିଗତ ଭାବରେ ଡାକ୍ତର ଥିଲେ । କବି ବନ୍ଦେ ଅଲ୍ଲୀ ମିଆ ତାଙ୍କ ସମ୍ପର୍କୀୟ ଏବଂ ତାଙ୍କ ଭାଉଜ ସୁଚିତ୍ରା ସେନ ଜଣେ ଜଣାଶୁଣା କଥାଚିତ୍ର ଅଭିନେତ୍ରୀ, ଯିଏକି ତାଙ୍କର ତାଙ୍କର ପିଲାଦିନର ବନ୍ଧୁ ମଧ୍ୟ ଥିଲେ ଓ ସ୍କୁଲ ଜୀବନର ସହପାଠୀ ମଧ୍ୟ ଥିଲେ । ୧୯୫୯ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାଟିର ପାହାଡ଼ ।
ରଓଶନ ଆରା | |
---|---|
রওশন আরা | |
ଜନ୍ମ | ପାବନା, ବ୍ରିଟିଶ ଭାରତ (ଏବେକାର ପାବନା, ବଙ୍ଗଳାଦେଶ) | ୩ ଅଗଷ୍ଟ ୧୯୪୦
ମୃତ୍ୟୁ | ୨୪ ଜୁନ ୨୦୧୦ ଢାକା, ବଙ୍ଗଳାଦେଶ | (ବୟସ ୬୯)
ମୀରପୁର ୧୧ ଶ୍ମଶାନ, ଢାକା | |
ଜାତୀୟତା | ବଙ୍ଗଳାଦେଶୀ |
ଅନ୍ୟ ନାମ | ଡେଜି |
ବୃତ୍ତି(ସମୂହ) | ଡାକ୍ତର, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୯-୧୯୮୫ |
ବୈବାହିକ-ସାଥୀ | ଡ. ଜହୁରୁଲ କମାଲ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାରଓଶନ ଆରା ୧୯୪୦ ମସିହାର ଅଗଷ୍ଟ ୩ ତାରିଖରେ ପାବନାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଡାକନାମ ଥିଲା 'ଡେଜି' ।[୧]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ସହ-ଅଭିନେତା | ଭୂମିକା | ଭାଷା | ପ୍ରକାଶିତ ତାରିଖ | ଧ୍ୟାନ ଦିଅନ୍ତୁ |
---|---|---|---|---|---|---|---|
୧୯୫୯ | ମାଟିର ପାହାଡ଼ | ମହିଉଦ୍ଦିନ | ସୁଲତାନା ଜମାନ, ଇକବାଲ | ବଙ୍ଗାଳୀ | ୨୮ ଅଗଷ୍ଟ ୧୯୫୯ | ||
୧୯୬୧ | ଜେ ନୋଡି ମରୁପଥେ | ସାଲାଉଦ୍ଦିନ | ଖାନ ଆତୁର ରହମାନ, ସଞ୍ଜୀବ ଦତ୍ତ | ବଙ୍ଗାଳୀ | ୨୮ ଅପ୍ରେଲ ୧୯୬୧ | ||
୧୯୬୨ | ସୁରଜୋସ୍ଲାନ୍ | ସାଲାଉଦ୍ଦିନ | ମୋଫିଜ୍, ଅନୱାର ହୁସେନ୍ | ରୀତା | ବଙ୍ଗାଳୀ | ୫ ଜାନୁଆରୀ ୧୯୬୨ | [୨] |
ନାଥନ୍ ସୁର୍ | ଏହତେଶମ୍ | ରହମାନ | ବଙ୍ଗାଳୀ | ୨୩ ନଭେମ୍ବର ୧୯୬୨ | |||
୧୯୬୪ | ଶାଦି | କାଇସର ପାଶା | ଉର୍ଦ୍ଦୁ | ୧୪ ଫେବୃଆରୀ ୧୯୬୪ | |||
ୟେତି ଏକ କାହାନି | ଏସ୍ ଏମ୍ ଶାଫି | ଉର୍ଦ୍ଦୁ | ୨୬ ଜୁନ୍ ୧୯୬୪ | ||||
- | ସୋହାନା ସଫର | କମାଲ ଆଶ୍ରାଫ୍ | ଉର୍ଦ୍ଦୁ | ମୁକ୍ତିଲାଭ କରିନାହିଁ | |||
୧୯୬୫ | ନଦୀ ଓ ନାରୀ | ସାଦିକ୍ ଖାନ୍ | ମାସୁଦ ଅଲି ଖାନ୍ | ବଙ୍ଗାଳୀ | ୩୦ ଜୁଲାଇ ୧୯୬୫ | ||
୧୯୭୬ | ମେଘର୍ ଅନେକ୍ ରଙ୍ଗ | ହାରୁନ୍ ଅର୍ ରାସିଦ୍ | ମହିନ୍, ଓମାର ଏଲାହି | ବଙ୍ଗାଳୀ | ୨୨ ନଭେମ୍ବର ୧୯୭୬ |
ଆଧାର
ସମ୍ପାଦନା- ↑ কিং ব দ ন্তি : চিকিত্সক নায়িকা রওশন আরা. Amar Desh (in Bengali). 28 March 2010. Retrieved 23 January 2018.
- ↑ বাংলার জনপ্রিয় নায়িকারা কে কোথায়?. eibela.com. 26 March 2015. Retrieved 23 January 2015.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରଓଶନ ଆରା