ମୁଖ୍ୟ ସୂଚୀ ଦେଖିବେ

ପ୍ୟାରିସ, (ଫରାସୀ: [paʁi] ( listen)) ଫ୍ରାନ୍ସର ରାଜଧାନୀ ଓ ସବୁଠାରୁ ଜନବହୁଳ ନଗର ଅଟେ । ଏହି ନଗରଟି ୧୦୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏବଂ ୨୦୧୩ ମସିହା ଜନଗଣନା ଅନୁସାରେ ନଗର ପରିସର ଭିତରେ ଏହାର ଜନସଂଖ୍ୟା ୨,୨୨୯,୬୨୧ ଥିଲା ।[୪]

Paris
Commune and department
Seine and Eiffel Tower from Tour Saint Jacques 2013-08.JPG
Arc Triomphe (square).jpgNotre Dame dalla Senna.jpg
Louvre Museum Wikimedia Commons.jpg
Clockwise from top: skyline of Paris on the River Seine with the Eiffel Tower, Notre Dame de Paris, Pyramid of the Louvre, and the Arc de Triomphe
Flag of Paris
Flag
Coat of arms of Paris
Coat of arms
ନୀତି: Fluctuat nec mergitur
"Tossed but not sunk"
Paris is located in France
Paris
Paris
Location within Île-de-France region
Paris is located in Île-de-France (region)
Paris
Paris
ଅବସ୍ଥିତି: 48°51′24″N 2°21′03″E / 48.8567°N 2.3508°E / 48.8567; 2.3508Coordinates: 48°51′24″N 2°21′03″E / 48.8567°N 2.3508°E / 48.8567; 2.3508
CountryFrance
RegionÎle-de-France
DepartmentParis
Subdivisions20 arrondissements
ସରକାର
 • Mayor (2014–present) Anne Hidalgo (PS)
କ୍ଷେତ୍ରଫଳ 1 (2010)[୧]
 • City km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
 • ସହରାଞ୍ଚଳ2,844.8 km2 (Bad rounding here1,100 sq mi)
 • ନଗର17,174.4 km2 (Bad rounding here6,600 sq mi)
ଜନସଂଖ୍ୟା (January 2013[୪])2
 • City
 • କ୍ରମାଙ୍କ1st in France
 • ଘନତା/km2 (55,000/sq mi)
 • ସହରାଞ୍ଚଳ୧୦[୨]
 • ମହାନଗର (2013)୧୨[୩]
ବସବାସୀParisian (en)
parisien(ne) (fr)
CET (UTC+1)
 • ଗ୍ରୀଷ୍ମ (DST)CEST (UTC+2)
ପିନ କୋଡ଼75056 / 75001-75020, 75116
ୱେବସାଇଟwww.paris.fr
1 French Land Register data, which excludes lakes, ponds, glaciers > 1 km² (0.386 sq mi or 247 acres) and river estuaries. 2 Population without double counting: residents of multiple communes (e.g., students and military personnel) only counted once.

ଖ୍ରୀ.ପୂ. ୩ୟ ଶତାବ୍ଦୀରେ ପାରିସି (Parisii) ନାମକ ଜଣେ ସେଲ୍‌ଟିକ୍ ବ୍ୟକ୍ତି (Celtic) ପ୍ୟାରିସର ସ୍ଥାପନା କରିଥିଲେ । ପାରିସି ନାମାନୁସାରେ ସହରଟିର ନାମ ପ୍ୟାରିସ ହେଲା । ୧୨ଶ ଶତାବ୍ଦୀ ସୁଦ୍ଧା ପ୍ୟାରିସ, ପଶ୍ଚିମ ଦେଶଗୁଡ଼ିକ ଭିତରେ (western world) ବିଶାଳତମ ସହର ତଥା ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଥିଲା । ସେତେବେଳ ସୁଦ୍ଧା ବିଶ୍ୱର ପ୍ରାଚୀନ ବିଶ୍ୱବିଦ୍ୟାଳୟମାନଙ୍କ ଭିତରୁ ଅନ୍ୟତମ ୟୁନିଭର୍ସିଟି ଅଫ୍ ପ୍ୟାରିସ ପ୍ରତିଷ୍ଠା ହୋଇସାରିଥିଲା । ୧୭ଶ ଶତାବ୍ଦୀ ବେଳକୁ ଏହା ଇଉରୋପର ପ୍ରମୁଖ ଅର୍ଥନୈତିକ, ବାଣିଜିକ, ଫ୍ୟାସନ, ବିଜ୍ଞାନ ଏବଂ କଳାର କେନ୍ଦ୍ର ପାଲଟି ଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଜାୟ ରହିଛି ।

ଇତିହାସସମ୍ପାଦନ କରନ୍ତୁ

ଭୂଗୋଳସମ୍ପାଦନ କରନ୍ତୁ

Panorama of Paris as seen from the Eiffel Tower as full 360-degree view.
Panoramic view over the western side of Paris, at dusk, from the top of the Tour Montparnasse.

ଆଧାରସମ୍ପାଦନ କରନ୍ତୁ

  1. INSEE local statistics, including Bois de Boulogne and Bois de Vincennes.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; pop_UU ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Insee – Territoire – Les 60 premières aires urbaines en 2013". insee.fr.
  4. ୪.୦ ୪.୧ INSEE. "Résumé statistique – Département de Paris (75)" (in ଫରାସୀ). Retrieved 2016-08-11. ଆଧାର ଭୁଲ: Invalid <ref> tag; name "insee.fr" defined multiple times with different content

ବାହାର ଲିଙ୍କସମ୍ପାଦନ କରନ୍ତୁ