ଯଥା ରାବଣସ୍ୟ ମନ୍ଦୋଦରୀ
ଯଥା ରାବଣସ୍ୟ ମନ୍ଦୋଦରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । କାଳୁଚରଣ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଜିତେନ୍ଦ୍ର ବରାଳ । ନିର୍ଦ୍ଦେଶକ ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଯଥା ରାବଣସ୍ୟ ମନ୍ଦୋଦରୀ | |
---|---|
ନିର୍ଦ୍ଦେଶକ | ପିନୁ ନାୟକ |
ପ୍ରଯୋଜକ | କବୀର ଦାସ |
ସଂଳାପ | ଜିତେନ୍ଦ୍ର ବରାଳ |
ଚିତ୍ରନାଟ୍ୟ | ପିନୁ ନାୟକ |
କାହାଣୀ | କାଳୁଚରଣ ନାୟକ |
କଳାକାର | ଦୀପକ ବାରିକ ଲିପିକା ସେନାପତି ଚୌଧୁରୀ ଜୟପ୍ରକାଶ ଦାସ ରାକ୍ଷୀ ଦାଶ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଅଜିତ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ଶୁଭ୍ରାଂଶୁ, ଆକାଶ ଶତପଥୀ, ପପି ସନ୍ତୁକା, ରାଜଲକ୍ଷ୍ମୀ, କୁନି ପଣ୍ଡା, ବିଜୟ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୧ ତାରିଖରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
ସମ୍ପାଦନା- ଦୀପକ ବାରିକ
- ଲିପିକା ସେନାପତି
- ଚୌଧୁରୀ ଜୟପ୍ରକାଶ ଦାସ
- ରାକ୍ଷୀ ଦାଶ
- ଶୁଭ୍ରାଂଶୁ
- ଆକାଶ ଶତପଥୀ
- ପପି ସନ୍ତୁକା
- ରାଜଲକ୍ଷ୍ମୀ
- କୁନି ପଣ୍ଡା
- ବିଜୟ ପଟ୍ଟନାୟକ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଓ ଦେବୀଦତ୍ତ ମହାନ୍ତି ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅମ୍ରିତା ନାୟକ, ତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ, ସ୍ମୃତିମୟୀ ମହାପାତ୍ର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ନିଦ୍ରିତ ରଜନୀର ଜାଗ୍ରତ ଜନତା" | ନିର୍ମଳ ନାୟକ | ତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ | |
2. | "ମୁଁ ପୁଷ୍ପା ହେଲେ ଶ୍ରୀବଲ୍ଲି ତୁ" | ଦେବୀଦତ୍ତ ମହାନ୍ତି | ହ୍ୟୁମାନ ସାଗର, ସ୍ମୃତିମୟୀ ମହାପାତ୍ର | ୦୩:୨୮ |
3. | "ଛାତି ତଳେ ବାସେ ରଜନୀଗନ୍ଧା" | ଦେବୀଦତ୍ତ ମହାନ୍ତି | କୁଳଦୀପ ପଟ୍ଟନାୟକ, ଅମ୍ରିତା ନାୟକ | ୦୪:୧୪ |
4. | "ଏଇ ଝିଅକୁ ଦେଲି ମୁଁ ଥାର୍ଡ଼ ଗ୍ରେଡ୍" | ନିର୍ମଳ ନାୟକ | ତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ | ୦୪:୩୯ |
ଆଧାର
ସମ୍ପାଦନା- ↑ Otv, News Desk. "ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା". ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା. Retrieved 2022-06-05.
- ↑ Otv, News Desk. "ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ବକଷି ଅଦା ପଖାଳ ଗୀତ". ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ବକଷି ଅଦା ପଖାଳ ଗୀତ. Retrieved 2022-06-05.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଯଥା ରାବଣସ୍ୟ ମନ୍ଦୋଦରୀ