ଯଥା ରାବଣସ୍ୟ ମନ୍ଦୋଦରୀ

୨୦୨୨ ଓଡ଼ିଆ କଥାଚିତ୍ର

ଯଥା ରାବଣସ୍ୟ ମନ୍ଦୋଦରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । କାଳୁଚରଣ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଜିତେନ୍ଦ୍ର ବରାଳ । ନିର୍ଦ୍ଦେଶକ ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଯଥା ରାବଣସ୍ୟ ମନ୍ଦୋଦରୀ
ନିର୍ଦ୍ଦେଶକପିନୁ ନାୟକ
ପ୍ରଯୋଜକକବୀର ଦାସ
ସଂଳାପଜିତେନ୍ଦ୍ର ବରାଳ
ଚିତ୍ରନାଟ୍ୟପିନୁ ନାୟକ
କାହାଣୀକାଳୁଚରଣ ନାୟକ
କଳାକାରଦୀପକ ବାରିକ
ଲିପିକା ସେନାପତି
ଚୌଧୁରୀ ଜୟପ୍ରକାଶ ଦାସ
ରାକ୍ଷୀ ଦାଶ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଜିତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ଶୁଭ୍ରାଂଶୁ, ଆକାଶ ଶତପଥୀ, ପପି ସନ୍ତୁକା, ରାଜଲକ୍ଷ୍ମୀ, କୁନି ପଣ୍ଡା, ବିଜୟ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୧ ତାରିଖରେ ଉଭୟ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରନିର୍ମଳ ନାୟକଦେବୀଦତ୍ତ ମହାନ୍ତି ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅମ୍ରିତା ନାୟକ, ତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ, ସ୍ମୃତିମୟୀ ମହାପାତ୍ର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ନିଦ୍ରିତ ରଜନୀର ଜାଗ୍ରତ ଜନତା"ନିର୍ମଳ ନାୟକତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ 
2."ମୁଁ ପୁଷ୍ପା ହେଲେ ଶ୍ରୀବଲ୍ଲି ତୁ"ଦେବୀଦତ୍ତ ମହାନ୍ତିହ୍ୟୁମାନ ସାଗର, ସ୍ମୃତିମୟୀ ମହାପାତ୍ର୦୩:୨୮
3."ଛାତି ତଳେ ବାସେ ରଜନୀଗନ୍ଧା"ଦେବୀଦତ୍ତ ମହାନ୍ତିକୁଳଦୀପ ପଟ୍ଟନାୟକ, ଅମ୍ରିତା ନାୟକ୦୪:୧୪
4."ଏଇ ଝିଅକୁ ଦେଲି ମୁଁ ଥାର୍ଡ଼ ଗ୍ରେଡ୍"ନିର୍ମଳ ନାୟକତାରିକ୍ ଅଜିଜ, ଲୋପାମୁଦ୍ରା ଦାଶ୦୪:୩୯

ଆଧାର ସମ୍ପାଦନା

  1. Otv, News Desk. "ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା". ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା. Retrieved 2022-06-05.
  2. Otv, News Desk. "ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ବକଷି ଅଦା ପଖାଳ ଗୀତ". ଯଥା ରାବଣସ୍ୟ ମନ୍ଦୋଦରୀ ଫିଲ୍ମ ଆସିବା ପୂର୍ବରୁ ଦେଖନ୍ତୁ ଆମ୍ବକଷି ଅଦା ପଖାଳ ଗୀତ. Retrieved 2022-06-05.
  3. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର ସମ୍ପାଦନା