ମୁସାବାନି
ମୁସାବାନି ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଝାଡ଼ଖଣ୍ଡର ପୁର୍ବି ସିଙ୍ଘ୍ଭୁମ୍ ଜିଲ୍ଲାରେ ଅବସ୍ଥିତ ।
Musabani
Mosabani Copper City | |
---|---|
city | |
Nickname: Tamranagari | |
ଦେଶ | India |
ରାଜ୍ୟ | Jharkhand |
ଜିଲ୍ଲା | Purbi Singhbhum |
Founded by | British Govt. |
Elevation | 160 m (520 ft) |
Population (2011)[୧] | |
• Total | ୩୧,୦୩୫ |
Time zone | UTC+5:30 (IST) |
PIN | 832104 |
ଯାନବାହାନ ପଞ୍ଚୀକରଣ | JH 05 |
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁସାବାନି ସହରର ମୋଟ ଜନସଂଖ୍ୟା ୩୩୮୯୨ ଅଟେ ।[୨] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ମୁସାବାନିର ସାକ୍ଷରତା ହାର ୬୭.୧୬% ଅଟେ । ଏହା ଜାତୀୟ ହାରଠାରୁ ୨.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୯.୪୯% ପ୍ରତିଶତ ପୁରୁଷ ଓ ୨୭.୬୭% ନାରୀ ଅଟନ୍ତି । ୧୧.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.