ମୀରା ଚୋପ୍ରା

ଭାରତୀୟ ଅଭିନେତ୍ରୀ

ମୀରା ଚୋପ୍ରା ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[] ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଭଉଣୀ । ମୀରା ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[][]

ମୀରା ଚୋପ୍ରା
ଜନ୍ମ
ମୀରା ଚୋପ୍ରା

ଅନ୍ୟ ନାମନୀଲା[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫- ଏବେଯାଏଁ
ସମ୍ପର୍କୀୟ[]


ପ୍ରାରମ୍ଭିକ ଜୀବନ ଏବଂ ପରିବାର

ସମ୍ପାଦନା

ମୀରା ଚୋପ୍ରା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା ଏବଂ ମନାରା ଚୋପ୍ରାଙ୍କର ଭଉଣୀ ।[]

ଅଭିନୟ ଜୀବନ

ସମ୍ପାଦନା

ମୀରା ୨୦୦୫ ମସିହାରେ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମୀରା ବିକ୍ରମ ଭଟ୍ଟଙ୍କର ୧୯୨୦: ଲଣ୍ଡନରେ ଅଭିନେତା ସର୍ମଣ ଜୋସୀଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
  • ୨୦୦୫: ଆନ୍‌ବେ ଆରୁୟିରେ (ତାମିଲ)
  • ୨୦୦୬: ବଙ୍ଗାରାମ୍ (ତେଲୁଗୁ)
  • ୨୦୦୮: ଜାମ୍ବବାନ (ତାମିଲ)
  • ୨୦୦୮: ଲୀ (ତାମିଲ)
  • ୨୦୦୮: ମାରୁଧମାଲାଇ (ତାମିଲ)
  • ୨୦୦୮: କାଲାଇ (ତାମିଲ)
  • ୨୦୦୯: ବାନା (ତେଲୁଗୁ)
  • ୨୦୦୯: ଅର୍ଜୁନ (କନ୍ନଡ଼)
  • ୨୦୦୯: ଜଗନ‌ମୋହିନୀ (ତାମିଲ)
  • ୨୦୧୧: ମାରୋ (ତେଲୁଗୁ)
  • ୨୦୧୩: ଗ୍ରୀକୁ ଭିରୁଡ଼ୁ (ତେଲୁଗୁ)
  • ୨୦୧୪: ଗ୍ୟାଙ୍ଗ୍‌ସ୍ ଅଫ୍ ଘୋଷ୍ଟ (ହିନ୍ଦୀ)
  • ୨୦୧୫: ଇସାଇ (ତାମିଲ)
  • ୨୦୧୫: କିଲ୍ଲାଡ଼ି (ତାମିଲ)
  • ୨୦୧୫: ମୋଗଲି ପୁଭ୍ଭୁ (ତେଲୁଗୁ/ହିନ୍ଦୀ)
  • ୨୦୧୬: ୧୯୨୦: ଲଣ୍ଡନ (ହିନ୍ଦୀ)
  • ୨୦୧୭: ୱାନ୍ (ଇଂରାଜୀ/କାନ୍ନାଡ଼ିଆନ୍)
  • ୨୦୧୮: ନାସ୍ତିକ (ହିନ୍ଦୀ)
  1. Meera Chopra (Nila) Biography, Wiki, DOB, Family, Profile, Movies, Photos – Filmibeat Archived 2014-03-12 at the Wayback Machine.. Entertainment.oneindia.in. Retrieved on 29 December 2016.
  2. ୨.୦ ୨.୧ Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 14 September 2013.
  3. Vikram Bhatt-KRK controversy: Actress Meera Chopra speaks up – The Times of India. Timesofindia.indiatimes.com (25 June 2016). Retrieved on 2017-04-11
  4. Nila bids goodbye. Behindwoods.com (1 October 2009). Retrieved on 2017-04-11
  5. Girl uninterrupted Archived 2014-06-28 at the Wayback Machine.. Hindu.com. Retrieved on 11 April 2017
  6. "Meera Chopra will romance Sharman in 1920 London". Hub 24x7. Archived from the original on 12 April 2015. Retrieved 11 April 2017.

ଅଧିକ ତ‌ଥ୍ୟ

ସମ୍ପାଦନା