ମିଷ୍ଟର ମଜନୁ
ମିଷ୍ଟର ମଜନୁ, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗୀ ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ହୋଇଥିଲା ।[୨] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ୧୪ ଅଗଷ୍ଟ ୨୦୧୯ରେ ଏହି କଥାଚିତ୍ରଟିର ଶୁଭ ମହୁରତ ହୋଇଥିଲା ।[୪]
ମିଷ୍ଟର ମଜନୁ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଜାଗୀ ମଙ୍ଗଦ ପଣ୍ଡା |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ଅଶୋକ ପତି |
କଳାକାର | ବାବୁଶାନ୍ ଶୀତଲ ପାତ୍ର ଦିବ୍ୟା ମହାନ୍ତି ସୂର୍ଯ୍ୟମୟୀ ମହାପାତ୍ର ମିହିର ଦାସ ରାଇମୋହନ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୪ ଅକ୍ଟୋବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ତାଙ୍କ ସହ ତନିଜଣ ନାୟିକା ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫][୬] ମିହିର ଦାସ, ରାଇମୋହନ ପରିଡ଼ା, ତ୍ରିଭୁବନ, ଜୋଜୋ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ଗୀତିକାର ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
- ↑ "ଚର୍ଚ୍ଚାରେ ମଜ୍ନୁ - Dharitri". Dharitri Odia News. 12 September 2019. Retrieved 29 September 2019.
- ↑ ୩.୦ ୩.୧ "ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଓଲିଉଡର ସୁପରଷ୍ଟାର ବାବୁସାନ୍! | Sambad". sambad.in. 2 September 2019. Retrieved 29 September 2019.
- ↑ "ଓଡ଼ିଆ ଫିଲ୍ମ 'ମିଷ୍ଟର ମଜନୁ'ର ଶୁଭ ମହୁରତ | OTV Khabar". OTV Khabar. 14 August 2019. Archived from the original on 29 September 2019. Retrieved 29 September 2019.
- ↑ "ପୁଣି ପୂଜାରେ ସଞ୍ଜୁ! | Odisha Reporter". OdishaReporter.in. 8 September 2019. Retrieved 29 September 2019.
- ↑ "ପୂଜାରେ ଲୈଲା-ମଜନୁଙ୍କ ରୋମାନ୍ସ". Nitidin. 12 September 2019. Retrieved 29 September 2019.
- ↑ Nayak, Subhashree (25 August 2019). "'ମିଷ୍ଟର ମଜନୁ' ପାଇଁ ବାବୁସାନଙ୍କ ନୂଆ ଅବତାର". OdishaLIVE. Retrieved 29 September 2019.
- ↑ "ଦଶହରା ଲଢ଼େଇ" (epaper). ଧରିତ୍ରୀ. 3 October 2019. Archived from the original on 25 December 2021. Retrieved 25 December 2021.
- ↑ "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "ପ୍ରଥମ ଥର ଲାଗି ଆସିବେ ରାଇମୋହନ ଓ ବାବୁସାନ – ସତ୍ଯର ସ୍ବର ନିର୍ଭୟ". ନିର୍ଭୟ. Retrieved 29 September 2019.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମିଷ୍ଟର ମଜନୁ