ମିଥାଇଲପ୍ରେଡନିସୋଲୋନ

'ମିଥାଇଲପ୍ରେଡନିସୋଲୋନ (ଇଂରାଜୀ ଭାଷାରେ Methylprednisolone, ବିକ୍ରୟ ନାମ ଡେପୋମେଡ୍ରୋଲ/Depo-Medrolସଲ୍ୟୁମେଡ୍ରୋଲ'Solu-Medrol) ଏକ କର୍ଟିକୋସ୍ଟିରଏଡ (corticosteroid) ଔଷଧ ଯାହା ଏକ ଇମ୍ମ୍ୟୁନିଟି ପ୍ରଣାଳୀକୁ କମ କରିଦେବା (suppress the immune system) ଫଳରେ ପ୍ରଦାହ (inflammation) କମିଯାଏ । ଚର୍ମ ରୋଗ, ରିଉମାଟିକ ରୋଗ (rheumatic disorders), ଆଲର୍ଜି, ଆଜ୍‌ମା, ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ, ସିଓପିଡି, କେତେକ କର୍କଟ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସଯକ୍ଷ୍ମା ଇତ୍ୟାଦି ରୋଗମାନଙ୍କରେ ବ୍ୟବ‌ହାର କରାଯାଏ । ଏହା ପାଟିରେ (given by mouth), ଶିରାଭ୍ୟନ୍ତର (into a vein) ଓ ମାଂସପେଶୀରେ ଇଞ୍ଜେକସନ (muscle) ଆକାରରେ ଦିଆଯାଏ ।[୧]

ମିଥାଇଲପ୍ରେଡନିସୋଲୋନ
Clinical data
Trade namesMedrol, Meprolone, others
Synonyms(6α, 11β)-11,17,21-trihydroxy-6-methyl-pregna-1,4-diene-3,20-dione
AHFS/Drugs.commonograph
MedlinePlusa682795
data
Pregnancy
category
  • AU: A
  • US: C (Risk not ruled out)
Routes of
administration
IV, IM, by mouth
ATC code
Legal status
Legal status
Pharmacokinetic data
Protein binding78%
Metabolismliver primarily, kidney, tissues; CYP450: 3A4 substrate
Elimination half-lifeurine; Half-life: 18-26h (biological)
Identifiers
  • (1S,2R,8S,10S,11S,14R,15S,17S)-14,17-dihydroxy-14-(2-hydroxyacetyl)-2,8,15-trimethyltetracyclo[8.7.0.02,7.011,15]heptadeca-3,6-dien-5-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.343 Edit this at Wikidata
Chemical and physical data
FormulaC22H30O5
Molar mass374.471 g/mol
3D model (JSmol)
  • O=C\1\C=C/[C@]4(/C(=C/1)[C@@H](C)C[C@@H]2[C@@H]4[C@@H](O)C[C@@]3([C@@](O)(C(=O)CO)CC[C@@H]23)C)C
  • InChI=1S/C22H30O5/c1-12-8-14-15-5-7-22(27,18(26)11-23)21(15,3)10-17(25)19(14)20(2)6-4-13(24)9-16(12)20/h4,6,9,12,14-15,17,19,23,25,27H,5,7-8,10-11H2,1-3H3/t12-,14-,15-,17-,19+,20-,21-,22-/m0/s1 checkY
  • Key:VHRSUDSXCMQTMA-PJHHCJLFSA-N checkY
  (verify)

ମିଥାଇଲପ୍ରେଡନିସୋଲୋନର ସାଂଘାତିକ ପ୍ରତିକ୍ରିୟା ହେଲେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems) ଓ ସଂକ୍ରମଣ (infection) ସଙ୍କଟ ଅଧିକ ହୁଏ । ସାଧାରଣ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ପରଳ, ଦୁର୍ବଳତା, ସ‌ହଜରେ କ୍ଷତାକ୍ତ ହେବା ଓ ଫିମ୍ପି ସଂକ୍ରମଣ (yeast infections) ଇତ୍ୟାଦି ହୋଇପାରେ ।[୧] ସ୍ୱଳ୍ପ କାଳୀନ ପ୍ରସବ (delivery) ସମୟରେ ଶିଶୁ ପ୍ରତି ଏହା ନିରାପଦ ଥାଏ କିନ୍ତୁ ଦୀର୍ଘକାଳୀନ ବ୍ୟବ‌ହାରରେ କ୍ଷତି ପ‌ହୁଞ୍ଚାଏ ।[୨] ମିଥାଇଲପ୍ରେଡନିସୋଲୋନ ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଶ୍ରେଣୀର ଔଷଧ । [୧]

ସନ ୧୯୫୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ମିଥାଇଲପ୍ରେଡନିସୋଲୋନ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ ମି:ଗ୍ରା: ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୩.୮୧ରୁ ୯.୩୫ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ଥାଏ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Methylprednisolone". The American Society of Health-System Pharmacists. Retrieved 8 December 2016.
  2. "Methylprednisolone Use During Pregnancy | Drugs.com". www.drugs.com. Retrieved 22 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 486. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Methylprednisolone". International Drug Price Indicator Guide. Archived from the original on 21 March 2020. Retrieved 8 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 202. ISBN 9781284057560.