ମାଧପୁର ଗ୍ରାମ
ମାଧପୁର[[୧]] ହେଉଛି ବାରିପଦା ତହସିଲ୍ ଅନ୍ତର୍ଗତ ଏକ ଛୋଟ ଗ୍ରାମ । ଏହା ଓଡ଼ିଶା ରାଜ୍ୟରେ ଅବସ୍ଥିତ ।
ମାଧପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାରିପଦା |
ଭାଷା | ଓଡ଼ିଆ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୭୦୨୪[୧] |
ମାଧପୁର, ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା[[୨]] ବଡ଼ସାହି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ [[୩]] । ଏହି ଗାଆଁଟି ବାରିପଦା [[୪]] ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗ୍ରାମର ଅନତିଦୂରରେ ପ୍ରସିଦ୍ଧ ବୁଢାବଳଙ୍ଗ ନଦୀ [[୫]] ପ୍ରବାହିତ ।
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା ବାରିପଦା[[୬]]ଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ସଂସ୍କୃତି
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ଭାଗବତ ଗୋସାଇଁ ଅଛନ୍ତି । ଏଠାରେ ପ୍ରତିବର୍ଷ [[୭]] ଅନୁଷ୍ଠିତ ହୋଇଥାଏ । ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି, [[୮]] ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନା[[୯]]
ଆଧାର
ସମ୍ପାଦନା୧। https://commons.wikimedia.org/wiki/Category:Madhapur_Village,_Mayurbhanj,_Odisha ୨। https://commons.wikimedia.org/wiki/Category:Harihata_Mohatsav ୩। https://www.wikidata.org/wiki/Q49401766