[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭିଷ୍ମଗୀରୀ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜିଲ୍ଲା ନାମ
ପଞ୍ଚାୟତ ସମିତିପଞ୍ଚାୟତ ସମିତି ନାମ
ଗ୍ରାମ ପଞ୍ଚାୟତଭିଷ୍ମଗୀରୀ
Time zoneIST (+୫.୩୦)
ଡାକ କୋଡ଼
୭୬୧୦୦୫[୧]
Area code+୦୬xxx
ଯାନବାହାନ ପଞ୍ଚୀକରଣOD/୦୭

ଭିଷ୍ମଗୀରୀ ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଦିଗପହଣ୍ଡୀବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ ସମ୍ପାଦନା

ଏହା ଜିଲ୍ଲାର ସଦର ମହକୁମା ଗଞ୍ଜାମ ଠାରୁ ୬୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା ସମ୍ପାଦନା

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ ଦଧିବାମନ ମନ୍ଦିର ଅଛି ।

ଆଧାର ସମ୍ପାଦନା