ଭିଲାଣ୍ଟେରୋଲ ହେଉଛି ଏକ ଔଷଧ ଯାହା ମୁଖ୍ୟତ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଆଜମା ରୋଗର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ଅନ୍ୟ ଔଷଧ ସହିତ ମିଶି ପ୍ରଶ୍ୱାସରେ ନିଆଯାଏ ।[୨]

ଭିଲାଣ୍ଟେରୋଲ
Clinical data
Trade namesWith fluticasone: Breo Ellipta, Relvar Ellipta
With umeclidinium: Anoro Ellipta
With both: Trelegy Ellipta
AHFS/Drugs.commonograph
data
Pregnancy
category
Routes of
administration
By inhalation
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Identifiers
  • 4-{(1R)-2-[(6-{2-[(2,6-Dichlorobenzyl)oxy]ethoxy}hexyl)amino]-1-hydroxyethyl}-2-(hydroxymethyl)phenol
ECHA InfoCard100.217.751 Edit this at Wikidata
Chemical and physical data
FormulaC24H33Cl2NO5
Molar mass୪୮୬.୪୩ g·mol−1
3D model (JSmol)
  • c1cc(c(c(c1)Cl)COCCOCCCCCCNC[C@@H](c2ccc(c(c2)CO)O)O)Cl
  • InChI=1S/C24H33Cl2NO5/c25-21-6-5-7-22(26)20(21)17-32-13-12-31-11-4-2-1-3-10-27-15-24(30)18-8-9-23(29)19(14-18)16-28/h5-9,14,24,27-30H,1-4,10-13,15-17H2/t24-/m0/s1
  • Key:DAFYYTQWSAWIGS-DEOSSOPVSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ଉତ୍ତେଜନା, ଛତ୍ରକ ରୋଗ ବା ଥ୍ରଶ୍ (thrush) ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[୧] ଏହା ଏକ ଦୀର୍ଘ କାଳୀନ କାର୍ଯ୍ୟକାରୀ β<sub>୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଅଟେ | [୧]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୁଟିକାସୋନ ସହିତ ଭିଲାଣ୍ଟେରୋଲ ଦେବାକୁ ଅନୁମୋଦିତ ହୋଇଥିଲା ।[୩] ଏହା ଉମେକ୍ଲିଡିନିଅମ/ଭିଲାଣ୍ଟେରୋଲ ଏବଂ ଫ୍ଲୁଟିକାସୋନ/ଉମେକ୍ଲିଡିନିଅମ/ ଭିଲାଣ୍ଟେରୋଲ୍ ନାମରେ ମଧ୍ୟ ଉପଲବ୍ଧ ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦ରୁ ୪୫ ପାଉଣ୍ଡ ହୋଇଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Vilanterol Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 15 September 2021.
  2. ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 279. ISBN 978-0-85711-369-6.{{cite book}}: CS1 maint: date format (link)
  3. "FDA approves Breo Ellipta to treat chronic obstructive pulmonary disease". web.archive.org. 18 January 2017. Archived from the original on 18 January 2017. Retrieved 15 September 2021.{{cite web}}: CS1 maint: bot: original URL status unknown (link)
  4. "Breo Ellipta Prices, Coupons & Savings Tips - GoodRx". GoodRx. Archived from the original on 25 April 2020. Retrieved 15 September 2021.