ଭିଜା ମାଟିର ସ୍ୱର୍ଗ

୨୦୨୨ ଓଡ଼ିଆ କଥାଚିତ୍ର

ଭିଜା ମାଟିର ସ୍ୱର୍ଗ, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଆଶୁତୋଷ ମହାପାତ୍ର । ନିର୍ଦ୍ଦେଶକ ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ଭିଜା ମାଟିର ସ୍ୱର୍ଗ
ନିର୍ଦ୍ଦେଶକମନମୋହନ ମହାପାତ୍ର
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପନନ୍ଦଲାଲ ମହାପାତ୍ର
ଚିତ୍ରନାଟ୍ୟଆଶୁତୋଷ ମହାପାତ୍ର
କାହାଣୀନନ୍ଦଲାଲ ମହାପାତ୍ର
କଳାକାରମିହିର ଦାସ
ବିଜୟିନୀ ମହାନ୍ତି
ଗାର୍ଗୀ ମହାନ୍ତି
ସଙ୍ଗୀତକିଶଲୟ ରାୟ
ଚିତ୍ରଗ୍ରହଣଦିଲୀପ୍ ରାୟ
ସମ୍ପାଦକଶଶିଭୂଷଣ ମହାପାତ୍ର
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ, ଗାର୍ଗୀ ମହାନ୍ତି, ବିଜୟିନୀ ମହାନ୍ତି । ମହେଶ ଭୋଳ, ପ୍ରୀତିରଞ୍ଜନ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୧୩ ତାରିଖରେ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । ୨୦୧୮ ମସିହାରେ ଏହି କଥାଚିତ୍ରଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୪][୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିଶଲୟ ରାୟ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ପୁରସ୍କାର ସମ୍ପାଦନା

  • ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୯[୬]
    • ଶ୍ରେଷ୍ଠ ଚଳଚ୍ଚିତ୍ର
    • ଶ୍ରେଷ୍ଠ ଅଭିନେତା
    • ଶ୍ରେଷ୍ଠ ନିର୍ଦ୍ଦେଶକ
    • ଶ୍ରେଷ୍ଠ ଫୋଟଗ୍ରାଫର
    • ଶ୍ରେଷ୍ଠ ଚିତ୍ରନାଟ୍ୟ
    • ଶ୍ରେଷ୍ଠ ସଂଳାପ[୭]

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "ପଞ୍ଚଭୂତରେ ବିଲୀନ ହେଲେ ନିର୍ଦ୍ଦେଶକ ମନମୋହନ ମହାପାତ୍ର". Odisha Reporter. ପୁରୀ. 14 January 2020. Archived from the original on 14 January 2022. Retrieved 14 January 2022.
  3. PRATYUSH, PRADESH (19 December 2019). "ସମ୍ମାନ ଜନକ ଜୟଦେବ ପୁରସ୍କାର ପାଇଲେ ବିଜୟ ମିଶ୍ର". ଓଟିଭି ଖବର. ଭୁବନେଶ୍ୱର. Archived from the original on 14 January 2022. Retrieved 14 January 2022.
  4. "ଶ୍ରେଷ୍ଠ ଚଳଚ୍ଚିତ୍ର 'ଭିଜା ମାଟିର ସ୍ୱର୍ଗ'". ଧରିତ୍ରୀ. ୨୦ ଡିସେମ୍ବର ୨୦୧୯. p. ୧୨. Retrieved 6 June 2021. {{cite web}}: Check date values in: |date= (help)
  5. "State Film Awards: 'Bhija Matira Swarga' best film". The New Indian Express. Retrieved 2022-01-14.
  6. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮: ବିଜୟ ମିଶ୍ରଙ୍କୁ ଜୟଦେବ ସମ୍ମାନ, ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ". Samaja Live. 10 December 2019. Archived from the original on 14 January 2022. Retrieved 14 January 2022.
  7. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ : ଶ୍ରେଷ୍ଠ ଅଭିନେତା ମିହିର, ଶ୍ରେଷ୍ଠ ଅଭିନେତ୍ରୀ ଅର୍ଚ୍ଚିତା । | Kanak News". Kanak News. kanaknews.com. 10 December 2019. Archived from the original on 14 January 2022. Retrieved 14 January 2022.

ବାହାର ଆଧାର ସମ୍ପାଦନା