[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭାଲୁମାସ୍କା‌
Bhalumaska Odisha Railway Station December 2006
ଭାଲୁମାସ୍କା‌ ରେଲ ଷ୍ଟେସନ
ଭାଲୁମାସ୍କା‌ is located in Odisha
ଭାଲୁମାସ୍କା‌
ଭାଲୁମାସ୍କା‌
Coordinates: 19°19′40″N 83°17′32″E / 19.3279°N 83.2921°E / 19.3279; 83.2921
Countryଭାରତ
Stateଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
494 m (1,621 ft)
Population
 (2011)
 • Total୨୯୪
Languages
Time zoneUTC+5:30 (IST)
PIN
765017

ଭାଲୁମାସ୍କା ଓଡ଼ିଶାର ରାୟଗଡ଼ା ଜିଲାରେ ଅବସ୍ଥିତ ଏକ ଗ୍ରାମ ଅଟେ[୧] । ଏହା ଦେ‍ଇ ପୂର୍ବତଟ ରେଳପଥର କୋରାପୁଟ-ରାୟଗଡ଼ା ରେଳପଥ ଯାଇଅଛି ତଥା ଭାଲୁମାସ୍କା ରେଳ ଷ୍ଟେସନ[୨] ଏଠାରେ ଅଛି । ଜିଲ୍ଲା ମୁଖ୍ୟାଳୟ ରାୟଗଡାଠାରୁ ଏହା ୪୩ କିଲୋ ମିଟର ଦୂରରେ ଅବସ୍ଥିତ । ଏହି ଗାଁଟି କଳ୍ୟାଣସିଂପୁର ତହସିଲ / ବ୍ଲକରେ ଅନ୍ତର୍ଭୁକ୍ତ (୨୫ କିଲୋମିଟର ଦୂରତା) ।

ଭାଲୁମାସ୍କା‌ ରେଳ ଷ୍ଟେସନ ସମ୍ପାଦନା

କୋରାପୁଟ-ରାୟଗଡ଼ା ରେଳପଥର ଏହି ଷ୍ଟେସନ (କୋଡ୍- BLMK) ଏକ ଛୋଟ ଷ୍ଟେସନ । ଏଠାରେ ଦୁଇଟି ପାସେଂଜର ଟ୍ରେନ (ସମ୍ବଲପୁର-କୋରାପୁଟ ଓ ବିଶାଖାପାଟଣା-କୋରାପୁଟ) ଏବଂ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର - ଜଗଦଳପୁର ଅଟକିଥାଆଂତି ।

ଏହା ନିକଟରେ ବର୍ଷା ଋତୁ ସମୟରେ ରେଳ ଧାରଣା ଉପରେ ବର୍ଷା ପାଣି ମାଡି ଆସି ବେଳେ ବେଳେ ରେଳ ଯାତ୍ରା ବ୍ୟାହତ ହୁଏ[୩]

ଆଧାର ସମ୍ପାଦନା

  1. "INDIAN VILLAGE DIRECTORY". VILLAGEINFO.IN. Retrieved 1 March 2020.
  2. "Bhalumaska (BLMK)". Indian Railinfo. Indian Rail Info. Retrieved 1 March 2020.
  3. "Hirakhand Express gets stuck on flooded track in Rayagada". ଟାଇମସ ଅଫ ଇଣ୍ଡିଆ. TNN. Retrieved 7 March 2020.