ଭାବେ ସିନା କହିପାରେନା
୨୦୨୨ ଓଡ଼ିଆ କଥାଚିତ୍ର
ଭାବେ ସିନା କହିପାରେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ।[୨] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା କରିବା ସହିତ ସ୍ୱର ସଂଯୋଜନା କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ଭାବେ ସିନା କହିପାରେନା | |
---|---|
ନିର୍ଦ୍ଦେଶକ | ଅସୀତ ପତି |
ପ୍ରଯୋଜକ | ପଙ୍କଜ ରାଉତ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାସ ପଟ୍ଟନାୟକ |
କାହାଣୀ | ଚିନ୍ମୟ ଦାସ ପଟ୍ଟନାୟକ |
କଳାକାର | ଅଭିଶେକ ରଥ ଅର୍ଚ୍ଚିତା ମହାନ୍ତି ଦୁଷ୍ମନ୍ତ ପଣ୍ଡା ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରଗ୍ରହଣ | ଚିତ୍ତ ବିଶ୍ୱାଳ |
ସମ୍ପାଦକ | ଅମିୟ |
ମୁକ୍ତିଲାଭ ତାରିଖ | ୧ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଓ ଅର୍ଚ୍ଚିତା ମହାନ୍ତି । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ, ପୁପୁନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ର ଜରିଆରେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧ ତାରିଖରେ ମୁକ୍ତିଲାଭ କରିଥିଲା ।[୬]
ଅଭିନୟ
ସମ୍ପାଦନା- ଅଭିଶେକ ରଥ
- ଅର୍ଚ୍ଚିତା ମହାନ୍ତି
- ଦୁଷ୍ମନ୍ତ ପଣ୍ଡା
- ଅସୀତ ପତି
- ପ୍ରଦ୍ୟୁମ୍ନ ଲେଙ୍କା
- ମନିଷା ରଥ - ଶାନ୍ତି
- ପୁପୁନ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଭାବେ ସିନା କହିପାରେନା" | |
2. | "ମେଘ ତୁମେ ମନ ପାରା" | |
3. | "ପ୍ରେମର ସୁରଭି" |
ଆଧାର
ସମ୍ପାଦନା- ↑ "ରିଲିଜ ହେଲା ଭାବେ ସିନା କହିପାରେନା ଫିଲ୍ମର ଅଡ଼ିଓ ଟ୍ରାକ୍". argusnews.in. 19 May 2022. Archived from the original on 1 June 2022. Retrieved 1 June 2022.
- ↑ ୨.୦ ୨.୧ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 23 November 2021. Archived from the original on 27 December 2021. Retrieved 1 June 2022.
- ↑ "ଦେବୋଲିନା ପ୍ରଡକ୍ସନର ଦ୍ୱିତୀୟ ଅବଦାନ 'ଭାବେ ସିନା କହିପାରେନା' | Sambad". ସମ୍ବାଦ. sambad.in. 20 December 2021. Archived from the original on 21 December 2021. Retrieved 1 June 2022.
- ↑ "'ପ୍ରେମମ୍' ସହ 'ଭାବେ ସିନା କହିପାରେନା'". ପ୍ରମେୟ. 1 June 2022. Archived from the original on 1 June 2022. Retrieved 1 June 2022.
- ↑ "ଅର୍ଚ୍ଚିତାଙ୍କୁ ମିଳିଲା ଆଉ ଏକ ସିନେମା". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭାବେ ସିନା କହିପାରେନା