ଭାଗିରଥୀ ମହାପାତ୍ର
ଭାରତୀୟ ରାଜନୀତିଜ୍ଞ
ଭାଗିରଥୀ ମହାପାତ୍ର ଜଣେ ଭାରତୀୟ ରାନେତା ଥିଲେ । ସେ ୧୯୫୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪] ଭାଗିରଥୀ ମହାପାତ୍ରଙ୍କର ରାଜ୍ୟସଭାରେ କାର୍ଯ୍ୟକାଳ ଥିଲା ୩ ଅପ୍ରେଲ ୧୯୫୬ରୁ ୨ ଅପ୍ରେଲ ୧୯୬୨ ।[୫]
ଭାଗିରଥୀ ମହାପାତ୍ର | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ - ୧୯୭୧ | |
ନିର୍ବାଚନ ମଣ୍ଡଳୀ | ତେଲକୋଇ |
ସାଂସଦ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୫୬-୧୯୬୨ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଅପ୍ରେଲ ୧୮୯୨ |
ମୃତ୍ୟୁ | ୧୯୮୩ |
ରାଜନୀତିକ ଦଳ | କଂଗ୍ରେସ |
ଆଧାର
ସମ୍ପାଦନା- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 3 April 2018.
- ↑ India. Parliament. Rajya Sabha (1961). Who's who. Rajya Sabha Secretariat. p. 148. Retrieved 3 April 2018.
- ↑ Madras (India : State) (1961). Fort Saint George Gazette. p. 174. Retrieved 3 April 2018.
- ↑ Sir Stanley Reed (1961). The Times of India Directory and Year Book Including Who's who. Bennett, Coleman & Company. p. 1310. Retrieved 3 April 2018.
- ↑ "List Of Rajyasabha Members". Odisha Legislative Assembly. Retrieved 3 April 2018.