ଭାଗିରଥୀ ମହାପାତ୍ର

ଭାରତୀୟ ରାଜନୀତିଜ୍ଞ

ଭାଗିରଥୀ ମହାପାତ୍ର ଜଣେ ଭାରତୀୟ ରାନେତା ଥିଲେ । ସେ ୧୯୫୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪] ଭାଗିରଥୀ ମହାପାତ୍ରଙ୍କର ରାଜ୍ୟସଭାରେ କାର୍ଯ୍ୟକାଳ ଥିଲା ୩ ଅପ୍ରେଲ ୧୯୫୬ରୁ ୨ ଅପ୍ରେଲ ୧୯୬୨ ।[୫]

ଭାଗିରଥୀ ମହାପାତ୍ର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ - ୧୯୭୧
ନିର୍ବାଚନ ମଣ୍ଡଳୀତେଲକୋଇ
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୫୬-୧୯୬୨
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1892-04-24)୨୪ ଅପ୍ରେଲ ୧୮୯୨
ମୃତ୍ୟୁ୧୯୮୩
ରାଜନୀତିକ ଦଳକଂଗ୍ରେସ

ଆଧାର ସମ୍ପାଦନା

  1. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 3 April 2018.
  2. India. Parliament. Rajya Sabha (1961). Who's who. Rajya Sabha Secretariat. p. 148. Retrieved 3 April 2018.
  3. Madras (India : State) (1961). Fort Saint George Gazette. p. 174. Retrieved 3 April 2018.
  4. Sir Stanley Reed (1961). The Times of India Directory and Year Book Including Who's who. Bennett, Coleman & Company. p. 1310. Retrieved 3 April 2018.
  5. "List Of Rajyasabha Members". Odisha Legislative Assembly. Retrieved 3 April 2018.

ବାହାର ଆଧାର ସମ୍ପାଦନା