ଭାଗବତ ପ୍ରସାଦ ମହାନ୍ତି
ଭାଗବତ ପ୍ରସାଦ ମହାନ୍ତି (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୫ମ ଓ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪]
ଭାଗବତ ପ୍ରସାଦ ମହାନ୍ତି | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ସରୋଜକାନ୍ତ କାନୁନଗୋ |
ପର ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ଇନ୍ଦ୍ରମଣି ରାଉତ |
ପର ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲ |
ପର ଅଧିକାରୀ | ବେଦ ପ୍ରକାଶ ଅଗ୍ରୱାଲ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ନଭେମ୍ବର ୧୯୨୯ |
ମୃତ୍ୟୁ | ୮ ଡିସେମ୍ବର ୨୦୧୯ | (ବୟସ ୯୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | କଲ୍ୟାଣି ମହାନ୍ତି |
ବାପା/ବୋଉ | ସୂର୍ଯ୍ୟମଣି ମହାନ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭାଗବତ ପ୍ରସାଦ ମହାନ୍ତି ୧୯୨୯ ମସିହା ନଭେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।[୧] ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାଭାଗବତ ପ୍ରସାଦ ମହାନ୍ତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଭାଗବତ ପ୍ରସାଦ ମହାନ୍ତି ୨୦୧୯ ମସିହାର ଡିସେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬][୭][୮][୯] ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Bhagabat Prasad Mohanty". odishaassembly.nic.in. Odisha Assembly. Retrieved 1 January 2020.
{{cite web}}
: Cite has empty unknown parameter:|dead-url=
(help) - ↑ "Orissa Assembly Election Results in 1971". www.elections.in. Retrieved 23 October 2019.
- ↑ "Orissa Assembly Election Results in 1985". www.elections.in. Retrieved 23 October 2019.
- ↑ "Orissa Assembly Election Results in 1995". www.elections.in. Retrieved 23 October 2019.
- ↑ "Bhagabat Prasad Mohanty". www.odishahelpline.com. Retrieved 8 December 2019.
- ↑ "Former Odisha Minister Bhagabat Prasad Mohanty No More". Kalinga TV. 8 December 2019. Retrieved 8 December 2019.
- ↑ "Former Odisha Minister Bhagabat Mohanty Passes Away". Sambad English. 8 December 2019. Retrieved 8 December 2019.
- ↑ "Former Odisha Min Bhagabat Mohanty Passes Away". Pragativadi. 8 December 2019. Retrieved 8 December 2019.
- ↑ "ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ". Kanak News. 8 December 2019. Retrieved 8 December 2019.