ସରୋଜକାନ୍ତ କାନୁନଗୋ
ସରୋଜକାନ୍ତ କାନୁନଗୋ (ମୃତ୍ୟୁ: ୪ ମାର୍ଚ୍ଚ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସରୋଜକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସରୋଜକାନ୍ତ କାନୁନଗୋ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଧୃବ ଚରଣ ସାହୁ |
ପର ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ମାର୍ଚ୍ଚ ୪, ୧୯୮୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଶାନ୍ତି କାନୁନଗୋ |
ବାପା/ବୋଉ | ରାଧାକାନ୍ତ କାନୁନଗୋ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପରିବାର ଓ ଶିକ୍ଷା
ସମ୍ପାଦନାସରୋଜକାନ୍ତ କାନୁନଗୋଙ୍କ ବାପାଙ୍କ ନାମ ରାଧାକାନ୍ତ କାନୁନଗୋ ଏବଂ ପତ୍ନୀଙ୍କ ନାମ ଶାନ୍ତି କାନୁନଗୋ ।[୧] ସରୋଜକାନ୍ତଙ୍କର ଶିକ୍ଷାଗ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା ।[୧]
ରାଜନୈତିକ ଜୀବନ
ସମ୍ପାଦନାସରୋଜକାନ୍ତ କାନୁନଗୋ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାସରୋଜକାନ୍ତ କାନୁନଗୋ ୧୯୮୮ ମସିହାର ମାର୍ଚ୍ଚ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ୭ ମାର୍ଚ୍ଚ ୧୯୮୮ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]