Jay Jagannath | जय् जगन्नाथ | ଜୟ୍ ଜଗନ୍ନାଥ |

User-Satya Narayan Baral ସମ୍ପାଦନା

 
User-Satya Narayan Baral @User's of Odia Wikipedia
  • ନମସ୍କାର ପ୍ରଥମ ରୁ ତାଙ୍କରି ନାମରେ ଆରମ୍ଭ କରୁଛି। "ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବୋଃ ତୁମେ" ।ମୋ ନାଁ ହେଲା ସତ୍ୟନାରାୟଣ ବରାଳ। ଆମ ଘର ପୁରୀ,ସତ୍ୟବାଦୀ (ସାକ୍ଷୀଗୋପାଳ) ର ଏକ ଛୋଟ ଗାଁ କେନ୍ଦୁସାହି। ମୁଁ ବର୍ତ୍ତମାନ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ପଢୁଛି ।
     
    କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପହଣ୍ଡି 🙏🏼
  • ମୁଁ ପ୍ରଥମେ ଗୁଗଲ୍ ୱିକିପେଡ଼ିଆରେ ୱାର୍ଡ ସର୍ଚ କରେ। ତା ପରେ ଏହା ବିଷୟରେ ଅଧିକ ଜାଣିବା ପାଇଁ ଆପ କୁ 2022 ନଭେମ୍ବର 14(ଶିଶୁ ଦିବସ) ରେ ଇନଷ୍ଟଲ କଲି।

ୱିକିପିଡିଆ ପ୍ରତି ମୋର ଅବଦାନ: ସମ୍ପାଦନା

ମୁଁ ଆର୍ଟିକିଲ୍ ଗୁଡିକ ର ଭୁଲ ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରେ। ନୂଆ ଫଟୋ ଅପଲୋଡ଼ କରେ ଇତ୍ୟାଦି। ନୂଆ ଆର୍ଟିକିଲ ତିଆରି କରେ।

ମୋ ଅବଦାନ(ନୂଆ ପେଜ୍) ସମ୍ପାଦନା

ଶେଷରେ ସମ୍ପାଦନା

ହେ ! କୋଟି କୈବଲ୍ୟ ନାଥ ମହାପ୍ରଭୁ ଜଗନ୍ନାଥ ଅନନ୍ତ କୋଟି କାଳ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ରତ୍ନ ସିଂହାସନର ରତ୍ନ ଚାନ୍ଦୁଆ ତଳେ ଚକାବଇଠି ଉପରେ ଚକା ପାରି ବସି ୬୦ପଉଟି ୫୬ଭୋଗ ଖାଉଥାଅ ଓ ଓଡ଼ିଶାର ମାନ ବଢାଉଥାଅ ଏବଂ ଜଗତ ର ଦୁଃଖ ଦୂର କରିବା ହେଉ ହେ! ମଣିମା


ଜୟ୍ ଜଗନ୍ନାଥ 🙏🏻🙏🏻🙏🏻

ବନ୍ଦେ ଉତ୍କଳ ଜନନୀ 🌼

 
Odia Wikipedia Logo