ବ୍ୟବହାରକାରୀ:Psubhashish/ମାନବ ବିଜ୍ଞାନ ପ୍ରକଳ୍ପ

ଆଗରୁ ଇଂରାଜୀ ଉଇକିପିଡ଼ିଆରେ w:User:Sailenroutray ଭାବେ ଓ ଅଜଣା ଭାବେ କିଛି ସମ୍ପାଦନା କରିଥିବା ଶୈଲେନ୍ ରାଉତରାୟ ଓ ମାନବ ବିଜ୍ଞାନ ଅଧ୍ୟୟନ କେନ୍ଦ୍ର ଭୁବନେଶ୍ୱର (Centre for Human Sciences Bhubaneswar) ଙ୍କର ଉଦ୍ୟମ ପାଇଁ ଏ ପୃଷ୍ଠା । ଏଥିରେ "ମାନବ ବିଜ୍ଞାନ" (Human Sciences) ସମ୍ବନ୍ଧିତ ଓଡ଼ିଆ ପ୍ରସଙ୍ଗମାନଙ୍କର ତାଲିକା ରହିଛି । ସେ ଏସବୁକୁ ଇଂରାଜୀରୁ ଅନୁବାଦ କରିବେ ଓ ସ୍ଥଳ ବିଶେଷରେ ଓଡ଼ିଆରେ ପ୍ରସଙ୍ଗ ନଥିଲେ ନିଜେ ତିଆରି କରି ଲେଖିବେ । ଅନ୍ୟମାନେ ଭାଗନେବାକୁ ଚାହିଁଲେ ମଧ୍ୟ ତାଙ୍କ ସହ ଏ ପ୍ରକଳ୍ପରେ ଯୋଗ ଦେଇପାରିବେ ।

ପ୍ରକଳ୍ପ ପରିଚାଳନା ସମ୍ପାଦନା

ପ୍ରସଙ୍ଗ ସମ୍ପାଦନା

ବ୍ୟକ୍ତିତ୍ୱ ସମ୍ପାଦନା

ଭାରତ ସମ୍ପାଦନା

ଅନ୍ତର୍ଜାତୀୟ ସମ୍ପାଦନା

ବିଭାଗ ସମ୍ପାଦନା

ଧାରଣା, ତତ୍ତ୍ୱ ଓ ବୌଦ୍ଧିକ ପରମ୍ପରା ସମ୍ପାଦନା

ଅନୁଷ୍ଠାନ ସମ୍ପାଦନା

ଭାରତ ସମ୍ପାଦନା

ଅନ୍ତର୍ଜାତୀୟ ସମ୍ପାଦନା