ମୁଖ୍ୟ ସୂଚୀ ଦେଖିବେ
Physical map of the Earth

ବିଜ୍ଞାନର ଯେଉଁ ବିଭାଗରେ ପୃଥିବୀ, ଜନ, ଜମି, ପରିସଂସ୍ଥାନ ଏବଂ ଜୀବଜନ୍ତୁମାନଙ୍କ ବିଷୟରେ ପଢାଯାଏ ତାହାକୁ ଭୂଗୋଳ କୁହାଯାଏ ।[୧]

ଉପକ୍ରମସମ୍ପାଦନ କରନ୍ତୁ

ମୂଳଶବ୍ଦ ଭୂ କହିଲେ ଭୂମି ଗୋଳ କହିଲେ ଏହାର ପଠନରୁ ଉଦ୍ଧୃତ । ଏଥିରେ ମୁଖ୍ୟତଃ ଉପରଲିଖିତ ବିଷୟବସ୍ତୁମାନଙ୍କର ବିଷୟରେ ପଢାଯାଏ । ଭୂଗୋଳ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀମାନଙ୍କରେ ଏକ ବିଷୟ ।

ଆଧାରସମ୍ପାଦନ କରନ୍ତୁ