ବ୍ୟବହାରକାରୀ:Dcmpuri/sandbox
..
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଦଣ୍ଡ ନାଚ | |
---|---|
ପାଳନକାରୀ | ଓଡ଼ିଆ ଲୋକ |
ବିଶେଷତା | ଓଡ଼ିଆ ନୂଆ ବର୍ଷ |
ପାଳନ | ପଣା ସଙ୍କ୍ରାନ୍ତି |
ପର୍ବ ପାଳନ | ତୁଳସୀ ଚଉରା, ବେଲ ପଣା |
ତାରିଖ | ଅପ୍ରେଲ ୧୪ |
ଦଣ୍ଡ ନାଚ
ସମ୍ପାଦନାଦଣ୍ଡ ନାଚ ଓଡିଶା ର ଏକ ମହାନ ପର୍ବ ଅଟେ | ଏହି ପର୍ବ ପ୍ରାଚୀନ ଇତିହାସ ରୁ ଓଡିଶା ରେ ଚଳି ଆସୁଛି ଏବଂ ଓଡିଶା ବାସୀ ନଂକ୍ ଏହା ନୁଆ ବର୍ଷ ଅଟେ | ଦଣ୍ଡ ନାଚ କୁ ଦଣ୍ଡ ଯାତ୍ରା ବି କୁହାଯାଏ | ଏହି ପର୍ବ ରେ ଦେବୀ କାଳୀ ନ୍କୁ ପୂଜା ଯାଏ [୧] ଓ ବୈଶାଖ ମାସ ରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ | [୨] ୧୩ ଦିନ ଶେଷ ର ଦିନ କୁ ମେରୁ ସଂକ୍ରାନ୍ତି ବ ପଣା ସଂକ୍ରାନ୍ତି କୁହାଯାଏ | [୩] [୪]
ଏହି ପର୍ବ ରେ ମିଶିଥିବା ଭକ୍ତ ନ୍କୁ ଦଣ୍ଡୁଆ କୁହାଯାଏ | ଦଣ୍ଡ ନାଚ ରେ ମିଶିବା ଦ୍ୱାରା ମା କାଳୀ ନକ୍ କୃପା ରୁ ପାପ ଓ ଦୁଖ ଦୁର ହୋଇ ମାନବ ଶାନ୍ତି ଓ ଧନର ଅଧିକାର ପ୍ରାପ୍ତ ହୁଏ ଏହି ବିଶ୍ବ|ସ ରେ ଓଡିଶା ବାସୀ ଏହି ପର୍ବ କୁ ଅତି ଆନ୍ଦରେ ରେ ପାଳନ କରନ୍ତି | ଏହି ୧୩ ଦିନ ପର୍ବ ରେ ଭକ୍ତ ମାନେ କେବଳ ସାକାହାରି ବା ଉପବାସ ଖାଦ୍ୟ ଗ୍ରହଣ କରନ୍ତି |
ଆଧାର
ସମ୍ପାଦନା- ↑ Āśutosha Bhaṭṭācārya (1977). The sun and the serpent lore of Bengal. "Visuba Sankaratni and "Meru Sankranti" are same. Firma KLM. p. 80. Retrieved 13 April 2012.
- ↑ "Danda Nacha". orissadiary.com. 2012. Retrieved 13 April 2012.
Danda Nacha
- ↑ Indira Gandhi National Centre for the Arts (1995). Prakr̥ti: Primal elements, the oral tradition. Meru Sankranti. Indira Gandhi National Centre for the Arts. p. 172. ISBN 978-81-246-0037-5. Retrieved 13 April 2012.
- ↑ Meru Sankranti at end of Danda Nata