ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Tamil098, ଧନ୍ୟବାଦ – ~~~~

--ସୁଭ (ଆଳାପ) ୦୯:୨୫, ୨୭ ନଭେମ୍ବର ୨୦୨୧ (IST)Reply

ଆପଣଙ୍କ ତିଆରି ପ୍ରସଙ୍ଗ ସମ୍ପାଦନା

ଆଦରର @Tamil098: ଆପଣ ନିକଟରେ ତିଆରି କରିଥିବା ଦୁଇଟି ପ୍ରସଙ୍ଗ ଅମୃତା ବିଶ୍ୱ ବିଦ୍ୟାଧରମ୍ଭାରତୀୟ ଧର୍ମ ଲିଭାଇବା ପାଇଁ ଚିହ୍ନଟ ହୋଇଛି । କାରଣ ଆପଣ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ସେଗୁଡ଼ିକୁ ବିନା ସମ୍ପାଦନାରେ କେବଳ ମେସିନ ଟ୍ରାନ୍ସଲେସନ କରିଛନ୍ତି । ଏହିଭଳି ନିମ୍ନମାନର ପ୍ରସଙ୍ଗ ଉଇକିପିଡ଼ିଆରେ ରଖାନଯିବା ଲାଗି ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଦ୍ୱାରା ସିଦ୍ଧାନ୍ତ ନିଆଯାଇଛି । ତେଣୁ ଉଭୟ ପ୍ରସଙ୍ଗ ସମ୍ପାଦନା ନହେଲେ ସ୍ଥିରୀକୃତ ତାରିଖ ସୁଦ୍ଧା ଲିଭାଇଦିଆଯିବ । ଆଗକୁ ଏଭଳି ପ୍ରସଙ୍ଗ ନ ଗଢ଼ିବା ପାଇଁ ଆପଣଙ୍କୁ ଚେତାବନୀ ମଧ୍ୟ ଦିଆଗଲା । ଯଦି ଏହାପରେ ଆପଣ ସମାନ ଧରଣର ନୂଆ ପ୍ରସଙ୍ଗ ଗଢ଼ନ୍ତି ତାହେଲେ ପ୍ରଥମେ ଏକମାସ ଓ ତା'ପରେ ପୁଣି ଉଇକିପିଡ଼ିଆ ନିୟମ ଉଲ୍ଲଂଘନ କଲେ ଏକ ବର୍ଷ ପାଇଁ ଆପଣଙ୍କ ଆକାଉଣ୍ଟ ଅଟକାଯିବ । ସୁଭ (ଆଳାପ) ୦୯:୩୦, ୨୭ ନଭେମ୍ବର ୨୦୨୧ (IST)Reply

sir both are like important topics. can u translate from english and improve it. Tamil098 (ମୋ ଆଲୋଚନା) ୧୭:୫୦, ୨୭ ନଭେମ୍ବର ୨୦୨୧ (IST)Reply