ଆଦରର Sydney Ambrose,

ଆପଣ ଓଡ଼ିଆ ଉଇକିପିଡ଼ିଆରେ ଲେଖିଲା ବେଳେ ଓଡ଼ିଆରେ ହିଁ ଲେଖିବା ଉଚିତ, ଆପଣଙ୍କ ଦେଇ ଆରମ୍ଭ ହୋଇଥିବା ମନମୋହନ ଆଚାର୍ଯ୍ୟ ପ୍ରସଙ୍ଗରେ ଆପଣ ଇଂରାଜୀ ଉଇକିପିଡ଼ିଆରୁ ସିଧା ନକଲ କରି ଏଠାରେ ଦେଇଦେଇଛନ୍ତି, ଆପଣ ନିଜ ଲେଖାକୁ ଓଡ଼ିଆରେ ଅନୁବାଦ କରି ଲେଖିଦେବେ କି ଯାହା ଫଳରେ ତାହା ଅନ୍ୟମାନଙ୍କୁ ପଢିବାରେ ସୁବିଧା ହେବ? --ସୁଭାସିସପାଣିଗାହିମୋତେ କହିବେ କିଛି? ୦୭:୧୨, ୧୧ ମେ ୨୦୧୨ (UTC)