ମନମୋହନ ଆଚାର୍ଯ୍ୟ ଓଡ଼ିଶାରେ ଜନ୍ମିତ ଜଣେ ସଂସ୍କୃତ ଗୀତିକବି ତଥା ଗବେଷକ । ଓଡ଼ିଶୀନୃତ୍ୟ ତାଙ୍କର ସଂସ୍କୃତ ଗୀତିକାକୁ ଧରି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଅଛି ।

ଡକ୍ଟର୍ ମନମୋହନ ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନମନି
(1967-10-20) ୨୦ ଅକ୍ଟୋବର ୧୯୬୭ (ବୟସ ୫୬)
ଲଥାଙ୍ଗ, ଜଗତସିଂହପୁର, ଓଡ଼ିଶା
ଛଦ୍ମନାମବାଣୀକବି
ବୃତ୍ତିକବି, ନାଟ୍ୟକାର, ଗୀତିକାର, ପ୍ରାବନ୍ଧିକ
ଜାତୀୟତାଭାରତୀୟ
ସମୟ୧୯୮୭–2013
ଶୈଳୀକାବ୍ୟ
ବିଷୟଉତ୍ତର ଆଧୁନିକ, ବାସ୍ତବବାଦୀ ,ଜୀବନବାଦୀ
ସାହିତ୍ୟ କୃତିଗୀତମିଳିନ୍ଦମ୍,
ଗୀତମୋହନମ୍
ଜୀବନସାଥୀକତ୍ୟାୟନୀ
ସନ୍ତାନରମାଶିଷ

ବାଲ୍ୟ ଜୀବନ ଓ ଶି କ୍ଷା ସମ୍ପାଦନା

ଫାଇଲ:Mayaparvati.jpg
Pandit Mayadhar Acharya and Parvati Devi, Parents of Vanikavi Manmohan Acharya

ମନମୋହନ ଆଚାର୍ଯ୍ୟ୧୯୬୭ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲାର ଲଥାଙ୍ଗ ଗ୍ରାମରେ ଏକ ସଂସ୍କୃତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ମାୟାଧର ଆଚାର୍ଯ୍ୟ ଏବଂ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ ।

ସାହିତ୍ୟ କୃତି ସମ୍ପାଦନା

କାବ୍ୟ ସମ୍ପାଦନା

  • ଗୀତ ଭାରତମ୍
  • ଗୀତ ମିଳିନ୍ଦମ୍
  • ପଲ୍ଲୀ ପଞ୍ଚାଶିକା
  • ସୁଭାଷ ଚରିତମ୍
  • ଶ୍ରୀ ଶିବାନନ୍ଦ ଲହରୀ
  • ଯତିଗୀତି ଶତକମ୍

ନୃତ୍ୟ ନାଟିକା ସମ୍ପାଦନା

  • ଅର୍ଜୁନପ୍ରତିଜ୍ଞା
  • ଶ୍ରିତକମଳମ
  • ପଦପଲ୍ଲବମ
  • ଦିବ୍ୟ ଜୟଦେବମ
  • ରାବଣ
  • ପିଙ୍ଗଳା
  • ମୃତ୍ୟୁ
  • ତନ୍ତ୍ରମ
  • ପୂର୍ବ ଶାକୁନ୍ତଳମ
  • ଉତ୍ତର ଶାକୁନ୍ତଳମ

ଅନୁବାଦ ସାହିତ୍ୟ ସମ୍ପାଦନା

ଗବେଷଣାତ୍ମକ ନିବନ୍ଧ ସମ୍ପାଦନା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • କାଳିଦାସ ଏକାଡେମୀ, ବିକ୍ରମ ବିଶ୍ୱ ବିଦ୍ଯାଳୟ, ଉଜ୍ଜୟିନୀ
  • ବାଣୀକବି ସମ୍ମାନ, ବାଣୀ ବିନୋଦିନୀ ପରିଷଦ୍, ଉତ୍କଳ ବିଶ୍ୱ ବିଦ୍ଯାଳୟ
  • ବିଦ୍ଯା ବାରିଧି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ଯାଳୟ
  • ଗୀତ ସାରସ ସମ୍ମାନ, ଖ୍ରୀଷ୍ଟ୍ ମହା ବିଦ୍ଯାଳୟ
  • ଦିଲ୍ଲୀ ସଂସ୍କୃତ ଏକାଡେମୀ ପୁରସ୍କାର
  • ଆନନ୍ଦ ଭରଦ୍ୱଆଜ ସମ୍ମାନ
  • ଲୋକ କାବ୍ଯନିଧି ସମ୍ମାନ, ଲୋକଭାଷା ପ୍ରଚାର ସମିତି, ପୁରୀ
  • ଭାରତ ଭାରତୀ ସମ୍ମାନ, ସଂସ୍କୃତ ସାହିତ୍ଯ ଏକାଡେମୀ, କଟକ
  • ଅଭିନବ ଜୟଦେବ ସମ୍ମାନ, ଭକ୍ତକବି ଜୟଦେବ ସମାରୋହ ସମିତି, କେନ୍ଦୁଲୀ
  • ବାଚସ୍ପତି ଫେଲୋସିପ୍[୨]
  • ଚିନ୍ତା ଚେତନା ନ୍ଯାସ୍ ନାଲ୍ ବୈଶାଖୀ ସମ୍ମାନ

ଆଧାର ସମ୍ପାଦନା

  1. http://www.scribd.com/doc/89381325/GIta-Govinda-Rasaavali
  2. "ଆର୍କାଇଭ୍ କପି". Archived from the original on 2012-04-06. Retrieved 2012-05-12. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ ସମ୍ପାଦନା